ଅଚିହ୍ନା ଯୁବକ ର ଶବ ଠାବ

0 13

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ପଞ୍ଚାୟତର ଖରସ୍ରୋତା ନଦୀର ମହାକାଳ ଗଣ୍ଡ ନିକଟ ରେ ଏକ ଅଚିହ୍ନା ଯୁବକ ର ଶବ ଠାବ ହୋଇଛି। ଯୁବକ ର ପରିଚୟ ଅସ୍ପଷ୍ଟ ରହିଛି। ତେବେ ଘଟଣା ସ୍ଥଳ ରେ ବିଂଝାରପୁର ପୋଲିସ୍ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଯାଜପୁର ଇପିଏ ରୁ ସୀତାଂଶୁ ଶେଖରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.