ଅଜଣା ଗାଡି ଧକରେ କଲେଜ ଛାତ୍ର ଆହତ

0 2

କଟକ ଜିଲ୍ଲା ବଡମ୍ବା ବ୍ଲକ ମାଣିଆବନ୍ଧ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଛାତ୍ର ଜଗନ ଦାସ ଅଜଣା ଗାଡିଧାକରେ ଆହତ ହୋଇ ଛନ୍ତି ସବୁଦିନପରି ସେ ସାଇକୋଲୋ ଯୋଗେ କଲେଜ ଆସୁଥିଲେ ମାଣିଆବାନ୍ଧ ପୀତବଳି ନିକଟସ୍ଥ ଏକ ଏଣ୍ଡିଗୋ ଧଳା ରଙ୍ଗ ଗାଡି ପଛପଟୁ ଧକା ଦେଇ ଥିଲା ଘଟଣା ସ୍ଥଳରେ ଜଗନ ଦାସ ସାଇକେଲ ଶହ ଛିଟିକି ପଡ଼ିଥିଲେ ବେଳେ ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିଲା ତାକୁ ସଙ୍ଗେ ସଙ୍ଗେ କଲେଜ ଛାତ୍ର ମାନେ ନିକଟସ୍ଥ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା କରା ଥିଲେ ସଙ୍ଗେସଙ୍ଗେ ଘର ଲୋକଙ୍କୁ ଖବର ଦିଆ ଯାଇଥିଲା ତେବେ ଜଗନର ଘର କଷିକିଆରୀ ରେ ବୋଲି ଜଣା ପଡ଼ିଥିଲ ଧକା ଦେଇ ଥିବା ଗାଡିଟି ର ପତା ମିଳିନଥିଲା ଜଣା ପଡିଛି l

ବଡମ୍ବା ଇପିଏ ରୁତପନ କୁମାର ସେଠ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.