ଅଜଣା ରୋଗରେ ଆକ୍ରାନ୍ତ ବ୍ୟକ୍ତି ଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀର ପ୍ରଦାନ କଲେ ବିଜେଡି ର ଜୁବ ସଭାପତି ଓ କର୍ମକର୍ତ୍ତା

0 26

ଅଜଣା ରୋଗରେ ପୀଡିତ ୩୨ବର୍ଷ ର ଜୁବକ ର ଶରିର ବିବର୍ଧନ ନହୋଇ କିଶୋର ବୟସରେ ଅଟକି ଯାଇଛି ଚିକିତ୍ସା ଅଭାବରୁ ଅଜିତ ଦାସ ନାମକ ଏହି ଵ୍ୟକ୍ତି ର ଶରିର ଏବେ ଅପୃଷ୍ଠି ଭଳି ଲଖ୍ୟଣ ରେ। ଏଭଳି ଅଭାବନୀୟ ଘଟଣା ଦେଖି ବାକୁମିଳିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ଜି ପି ର ନଇଗୁଆଁ ଗାଁ ର ବଂଶୀଧର ଦାସ ଙ୍କ ପୁଅ ଅଜିତ।ଦାସର। ସେ ବର୍ତ୍ତମାନ ୩୨ ବର୍ଷ ରେ ପଦାର୍ପଣ କରି ଥିଲେହେଁ ରୂପ ଅଠର ରୁ ୨୦ ବର୍ଷ ଭଳିଆ ଦେଖାଯାଉଛି, ବାପା ବଶିଂଧର ର ଆର୍ଥିକ ଅବସ୍ଥା ଭଲ ନଥିବା ରୁ ପୁଅରକୁ କରିପାରି ନାହାନ୍ତି ଚିକିତ୍ସା। ଖବର ପାଇ ପଣ୍ଡୁଆ ପଞ୍ଚାୟତ ଳ ଜୁବ ବିଜେଡି
ସଭାପତି ଗ୍ୟାନରଞନ ଦାସ, ଛାତ୍ର ବିଜେଡି ସଭାପତି ଦେବୀ ପ୍ରସାଦ ପଲାଇ,ଓ ପଣ୍ଡୁଆ ପଞ୍ଚାୟତ ର ବିଜେଡି ସଂଯୋଜକ ଶ୍ରୀ ଖେତ୍ର ମୋହନ ପାଳ,ଶୁସନ ବାରିକ ଆଦି ଅପ ପୃଷ୍ଠି ଶିକାର ହୋଇଥିବା

ଅଜିତ ଙ୍କ ଘରେ ପହଞ୍ଚି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ଓ ଏହି ବ୍ୟକ୍ତି ର ଚିକିତ୍ସା ଲାଗି ପାରାଦୀପ ବିଧାୟକ ଓ ସାସଂଦ ଙ୍କ ଦୂଷ୍ଟି ଆକର୍ଷଣ କରି ଥିବା ପ୍ରକାଶ କରିଛନ୍ତି ଏବଂ ସୋସିଆଲ ମିଡ଼ିଆ ରେ ପୋଷ୍ଠ କରି ଅଜିତ ଙ୍କ ଆକାଉଣ୍ଟ କୁ ଅର୍ଥ ପଠାଇ ବା ଲାଗି ନିବେଦନ କରିଛନ୍ତି।ଯଦି ସହୃଦୟ ବ୍ୟକ୍ତି ବିଶେଷ ଅଜିତ କୁଂ ସାହାଯ୍ୟ କରିବା କୁ ଚାହୁଁ ଥିନ୍ତି ତାଙ୍କ A/Cନଂ ରେ ଅର୍ଥ ପଠାଇ ବା ଲାଗି ଅନୁରୋଧ କରାଯାଇଛି।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.