ଅଢେଇ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ

0 6

ବାଲେଶ୍ବର ଜିଲ୍ଲା ପାଲଟିଛି ବ୍ରାଉନ ସୁଗାର ବେପାରୀଙ୍କ ଆଡାସ୍ଥଳୀ ଆଜି ଜଳେଶ୍ୱର ଅଞ୍ଚଳରୁ ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ। ଘଟଣାରେ ଦୁଇ ମହିଳାଙ୍କ ସମେତ ୩ ଜଣକୁ ପୁଲିସ ଅଟକ ରଖି ଜେରା କରୁଛି। ଅଟକ ଯୁବକ ଜଣକ ହେଲେ ମୁକତାର ଅଲ୍ଲୀ ଖାଁ ଏବଂ ଦୁଇ ମହିଳା ହେଲେ ମୁକତାରଙ୍କ ସ୍ତ୍ରୀ ଓ ଶାଶୁ।
ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.