
ରାଜ୍ୟର ଅନ୍ୟତମ ଶକ୍ତିପୀଠ ତ୍ରିପୁରା ସୁନ୍ଦରୀ ମା ଭଟ୍ଟାରିକା ଶାରଦୀୟ ଷୋଡଶ ଦିନା ତ୍ମକ ପୂଜା ଅନୁଷ୍ଠିତ ହୋଇଅରମ୍ଭ ହୋଇ ଯଇଛିସେବାୟତ ମାନେ ଭକ୍ତି ଓ ର୍ଷଧା ର ସହିତ ବ୍ରତ ପାଳନ ପୃର୍ବ କ ମା ଙ୍କର ଏହି ଷୋଳସ ପୂଜା ଯଥା ଵିଧି ପାଳନ କରିଥାନନ୍ତି ସ୍ଥାନୀୟ ଦେବତର ବିଭାଗ ପରିଚା ଲନl ରେ ଠାକୁର ଙ୍କ ନୀତି କାନ୍ତି ଅନୁ ଷ୍ଟିତ ହୁଏ ଆଜି ଅପରାହ୍ନ ଶଶାଙ୍କ ଗ୍ରାମ ଷ୍ଟିତ ମାଉସୀ ମା ଘର ମା ଙ୍କର ଘଟ ଆସି ମନ୍ଦିରରେ ସ୍ଥାପନ ହେବାପରେ ପୂର୍ଵ ପୂଜ କ ଙ୍କ ଦ୍ୱରା ପିଠ ପୂଜା ଆ ୟୁ ଧ ପୂଜା ଦେବ ଦେବୀ ଙ୍କ ମଜଣା ନୀତି ଅନୁଷ୍ଠିତ ହୁଏ ପରେ ମା ଙ୍କୁ ସୁନା ବେଶରେ ସାଜିତ କରାଇ ସୋଡ଼ସ ପୂଜା ର ଉପ ଚାର ଆ ବା ହନ କରା ଯାଇ ଥିଲ ସନ୍ଧ୍ୟା ରେ ମଧ୍ୟ ମା ଙ୍କର ନୀତି କାନ୍ତି କରା ଯାଇ ଥିଲା କୋଭିଡି କଟ କଣାରେ ଶ୍ରଦ୍ଧା ଳୁ ମାନେ ମା ଙ୍କର ଏହି ଅପୂର୍ବ ବେଶ ଦର୍ଶନ କରିଥିଲେ ଅପରାହ୍ନ ରେ ପୋଲିସ କଡା ପହରା ଦେବୀ ମା ଙ୍କ ସୁନା ବେଶ କୁଅଳଙ୍କାର ର ସବୁକୁ ଦେବ ତରଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଦେବ ଦତ୍ତ ମହାନ୍ତି ଙ୍କ ତତ୍ଵବଧାନରେ ବଡମ୍ବା କୋଷ ଗରରୁ ମନ୍ଦିର କୁ ନିଆ ଯାଇ ଥିଲା ବିଭାଗୀୟ ବିପନି ପରିଚାଳକ ପୃବାକ ସମସ୍ତେ ଙ୍କ ହେପାଜତରେ ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର କୁ ମନ୍ଦିର ସେବା ସଂସ୍ଥା ଙ୍କୁ ହସ୍ତାନ୍ତର କରା ଯାଇ ଥିଲା l ଦଶହରା ପୃବରୁ ଅଷ୍ଟମୀ ଅର୍ଥାତ ଆସନ୍ତା ଅକ୍ଟୋବର ୧୨ ତାରିଖ ପଯ୍ୟନ୍ତ ମା ଙ୍କର ଏହି ଦୃଲଭ ସୁନା ବେଶକୁ ର୍ଦଶାନ କରିପାରି ବାର ସୁଯୋଗ ପାଇପାରିବେ l ଯୋଉ ମାନେ ଏହାକୁ ଦେଖିବାର ସୁଯୋଗ ପାଇବେ ସେମାଙ୍କନର ପରମ ସୋଭାଗ୍ୟ ମନେ କରିବାର ହେବ l
ବଡମ୍ବା ଇପିଏ ରୁ ତପନ କୁମାର ସେଠ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )