ଅନ୍ବେଷଣ ସଭାପତି ମାଙ୍କ ଦ୍ୱାଦଶାହରେ ସ୍ମୃତି ଓ ଶଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଯାଜପୁର ଅଗ୍ରଣୀ ଅନୁଷ୍ଠାନ ଅନ୍ବେଷଣ ଥିଏଟର ସଭାପତି ବରୀଷ୍ଟ ନାଗରିକ ବୃନ୍ଦାବନ ମିଶ୍ର ଙ୍କ ମା ହେମଳତା ମିଶ୍ର ଙ୍କ ଦ୍ୱାଦାଶହ ଦିବସରେ ସପନପୁର ଗ୍ରାମରେ ଅନ୍ବେଷଣ ଗ୍ରୁପ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାରେ ଅନ୍ବେଷଣ ର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ସମେତ ଯାଜପୁର ର ଜଣାଶୁଣା ଶିକ୍ଷାବିତ ଡା ଚିତ୍ତରଞ୍ଜନ ମହାନ୍ତି , ପଣ୍ଡିତ ଭୂପତି ଭୂଷଣ ମିଶ୍ର ଙ୍କ ସମେତ ଯାଜପୁର ର ପୂର୍ବତନ ପୌରପାଳିକା ଭବପ୍ରସାଦ ଦାସ ଓ ବନ୍ଧୁ ପରିବାରବର୍ଗ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।
ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )