ବିଜେପି ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ଙ୍କ ଘଟଗାଁ ମା ତାରିଣୀ ଙ୍କ ଦର୍ଶନ ସହ ଏକ ବିଶାଳ ରାଲି ରେ ସ୍ଥାନୀୟ ପାଲା ପଡିଆ ରେ କୁ ପହଂଚିଥିଲେ l ଉକ୍ତ ରାଲି ରେ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ଙ୍କ ସହ ସ୍ଥାନୀୟ ଜନସାଧାରଣ ଓ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେl ସ୍ଥାନୀୟ ପାଲା ପଡିଆ ରେ ଶ୍ରୀମତୀ ଷଢଙ୍ଗୀ ଏହା ତାଙ୍କର ପ୍ରଥମ ଘଟଗାଁ ଗସ୍ତ ତଥା ଘଟଗାଁ ର କିପରି ଉନ୍ନତି ହୋଇପାରିବ ସେ ବିଷୟରେ ତାଙ୍କ ଭାଷଣ ରେ ଉଲ୍ଲେଖ କରିଥିଲେ, ତା ସହ ଦେଶ ର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଙ୍କ ନାରା ସବକା ସାଥ.. ସବକା ବିକାଶ ସମସ୍ତ ଲୋକ ଲୋଚନ କୁ ଆଣିବା ପାଇଁ କହିଥିଲେ l
କେନ୍ଦୁଝର ଇପିଏ ରୁ ଶିବ ରଞ୍ଜନ ଦେଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )