ଅଫିସି ପଡିଛି ଖୋଲା ଅଫିସରଙ୍କ ଗୃହ ଝୁଲୁଛି ତାଲା , ୱାଚମ୍ୟାନ କହୁଛି ବାହାରେ ଅଛନ୍ତି ଉପର ବାଲା

0 32

ତିର୍ତୋଲ : ମାସକୁ ନେଉଛନ୍ତି ମୋଟା ଅଙ୍କର ଦରମା , ସରକାର ପଇସାରେ ନିଆ ଜାଇଛି ଘର ଭଡା ,ଚାଲିଛି ଅଫିସି ନା ଏଠାକୁ ଆସୁଛନ୍ତି ସହକାରୀ
ନିର୍ବାହୀ ଯନ୍ତ୍ରୀ ନା ସହକାରୀ ଯନ୍ତ୍ରୀ ୱଚମ୍ୟାନ ଜଗିଛି ଏହି ମଠ, ଏଭଳି ଘଟଣା ଦେଖି ବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ର ସଦର ମହକୁମା ଠାରେ ଥିବା କାଡା କାର୍ଯ୍ୟାଳୟରେ,। ଅଫିସି ଦ୍ବାର ଖୋଲା ମାତ୍ର ଯନ୍ତ୍ରୀ ଙ୍କ ଘରେ ଝୁଲୁଛି ବଡ ତାଲା, ଅନୁସନ୍ଧାନ ରୁ ଜଣା ଗଲା ଏଠାକୁ ଦିର୍ଘ ଦିନ ହେଲା କେହି ସୁନାହାନ୍ତି
ଏହି କାଡା ସବ ଡିଭିଜନ ରେ ୪ଜଣ କନିଷ୍ଠ ଯନ୍ତ୍ରୀ ଓ ଏସ ଡି ଓ ବସନ୍ତି ଏବେ ପୂରା ଶୂନୁଶାନ, ୱଚମ୍ୟାନ ବୁଢା କହୁଛି ମୁଁ ଛଅ ମାସ ହେଲା ଘର ମୁହଁ ଦେଖି ନି ,ବଡବଡିଆଙ୍କୁ କହି ହେଉନାହିଁ , କର୍ମ କୁ ଆଦରି ପଡିରହିଛି ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.