ଅରିନ୍ଦମ ଦାସ ଙ୍କ ମୃତ୍ୟୁ ରେ ଭଦ୍ରକ ଜିଲ୍ଲା ର ସାମ୍ବାଦିକ ଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

0 75

ଗୁରୁତର ଙ୍କ ଆସୁ ଆରୋଗ୍ୟ କାମନା

ବୋଟ ଦୁର୍ଘଟଣା ରେ ମୃତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ମୃତ୍ୟ ରେ ଶୋକ । ଆମର ଆତ୍ମା ର ସଦଗତି ସହ ଗୁରୁତର କ୍ୟାମେରାମେନ ଓ ଓଡ୍ରାଫ କର୍ମଚାରୀ ଙ୍କ ଆଶୁ ଆରୋଗ୍ୟ କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ର । ଭଦ୍ରକ ଜିଲ୍ଲା ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରାରେ ଭଦ୍ରକ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନଙ୍କ ସହ ଯୁବ ସାମ୍ବାଦିକ ଯୋଗଦେଇଥିଲେ । ଭଦ୍ରକ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କ୍ୟାଣ୍ଡେଲ ଧରି ଶୋଭାଯାତ୍ର ରେ ବାହାରି ସହର ପରିକ୍ରମା କରି ଟାଉନହଲ ଛକ ପର୍ଯ୍ୟନ୍ତ ନିରଵ ଶୋଭାଯାତ୍ରାରେ ଆସିଥିଲେ । ପରେ ଅମରଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ତେବେ ଗୁରୁତର ହୋଇଥିବା କ୍ୟାମେରାମେନ ଙ୍କ ସହ ଗୁରୁତର ଓଡ୍ରାଫ କର୍ମଚାରୀ ଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ।

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.