ଅରିଲୋ ଶିଶୁଅନନ୍ତ ଆଶ୍ରମ ପରିସରରେ ମହୋତ୍ସବ କାର୍ଯ୍ଯ ସମ୍ପନ୍ନ କରାଯିବ

0 12

ଅରିଲୋ: ଆଶ୍ରମର ଦିବଂଗତ ବରିଷ୍ଠ ସନ୍ନ୍ୟାସୀ ବାବାଜୀ ପ୍ରେମାନନ୍ଦ ଦାସଙ୍କର ମହାପ୍ରୟାଣ ପରେ ତାଙ୍କ ଅବର୍ତ୍ତମାନର ୩୧ତମ ଦିନ (ଡିସେମ୍ବର ୨୭ ତାରିଖ)ରେ ପରମପୂଜ୍ଯ ଶ୍ରୀଗୁରୁଦେବଙ୍କ ମାର୍ଗଦର୍ଶନରେ ଅରିଲୋ ଶିଶୁଅନନ୍ତ ଆଶ୍ରମ ପରିସରରେ ମହୋତ୍ସବ କାର୍ଯ୍ଯ ସମ୍ପନ୍ନ କରାଯିବ।
ଏଥିସହିତ “ପ୍ରେମାନନ୍ଦ ଧ୍ଯାନ ମନ୍ଦିର” ଗୃହ ମଧ୍ଯ ଉଦ୍ଘାଟନ କରାଯିବ।
ଆଶ୍ରମ ପରିସରରେ ପାଳିତ ହେବାକୁ ଥିବା ଏହି ନିରାଡମ୍ବର ଉତ୍ସବରେ ଭକ୍ତ,ଶିଷ୍ଯମାନେ ଯୋଗଦାନ କରି ପାରିବେ।
କର୍ମକର୍ତ୍ତାମାନଙ୍କ ଦ୍ବାରା ସମ୍ପାଦିତ କରାଯିବାକୁ ଶିଶୁଅନନ୍ତ ଆଶ୍ରମ l ଅରିଲୋ,ତିର୍ତ୍ତୋଲ,ଜଗତସିଂହପୁର ସୂଚନା ମିଳିଛି ।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.