ଅର୍ଜୁନପୁର ବିଟ ଜଙ୍ଗଲ ସୁରକ୍ଷା କମିଟି

0 4

ତା 25/10/021 ରିଖ ଅପରାହ୍ନ 5.30 ରେ କୁଳିପାଲି ଶ୍ରୀ ଶ୍ରୀ ଶୀଧେଶ୍ୱର ବାବା ମଠ ଠାରେ ସୋନପୁର ରେଞ୍ଜ ର ସୋନପୁର section ର ଅର୍ଜୁନପୁର ବିଟ ଅନ୍ତର୍ଗତ ସମସ୍ତ ସତଟି ବନ ସୁରକ୍ଷା ସମିତି(ଅର୍ଜୁନପୁର, କୁଳିପାଲି-କ,କୁଲିପାଲି-ଖ, ଲକର୍ମ, ପ୍ରତାପୁର, ପିପିଲିପାଲି, ଡାହାଜା )ର ସଭାପତି, କୋଷାଧକ୍ଷ, ବନସହାୟକ ଙ୍କୁ ନେଇ ଏକ ସଭା ହୋଇଥିଲା ଏବଂ ଉକ୍ତ ସଭାରେ ନୂତନ ଭାବରେ ଏକ କମିଟି ଗଠନ କରାଗଲା ଓ ସମସ୍ତ ଉପସ୍ଥିତ ସଦସ୍ୟ ଙ୍କ ପସନ୍ଦ କ୍ରମେ ଶ୍ରୀ ଭକ୍ତ କର୍ମୀ ଙ୍କୁ କମିଟି ର ସଭାପତି, ଶ୍ରୀ ଲୋକନାଥ ପଧାନ ଉପ ସଭାପତି, ରଥାଙ୍ଗ କଠାର ସମ୍ପାଦକ, ହାଡୁ ନାଏକ କୋଷାଧକ୍ଷ ଭାବରେ ମୋନନିତ ହେଲେ.
ପରିଶେଷ ରେ ଜୟଦେବ ଅମାତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ କୁ ସାଙ୍ଗ କରିଥିଲେ.l

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.