ଅଲଗା ହେବେ ଆମୀର ଓ କିରଣ

0 5

ମୁମ୍ବାଇ: ଦୀର୍ଘ ଦିନର ସମ୍ପର୍କରେ ପଡିଲା ଫାଟ। ଭାଙ୍ଗିଲା ବାହାଘର। ବିବାହର ୧୫ ବର୍ଷ ପରେ ହେବେ ଭିନ୍ନ। ଛାଡପତ୍ର ନେବେ ବଲିଉର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍ ଓ ତାଙ୍କ ପତ୍ନୀ କିରଣ ରାଓ। ଏନେଇ ଉଭୟ ନିଷ୍ପତ୍ତି ନେଇଛନ୍ତି।

ନିକଟରେ ଆମୀର ଓ କିରଣ ଉଭୟ ଛାଡପତ୍ର ନେବା ପାଇଁ ଘୋଷଣା କରିଛନ୍ତି। ସ୍ୱାମୀ- ସ୍ତ୍ରୀ ହୋଇ ରହିବା ବଦରଳରେ ସେ ନୁହେଁ ଭିନ୍ନ ଭନ୍ନ ହୋଇ ବଂଚିବେ ବୋଲି କହିଛନ୍ତି। ଏହି ଖବର ଏବେ ସମସ୍ତଙ୍କୁ ଚକିତ କରିଛି। ବି-ଟାଉନ୍‌ରେ ଏନେଇ ଜୋରଦାର୍ ଚର୍ଚ୍ଚା ମଧ୍ୟ ହେଉଛି।

Leave A Reply

Your email address will not be published.