ଆକାଶ ଛୁଆଁ ଦରବୃଦ୍ଧିର ପ୍ରତିବାଦରେ ଧାରଣl ଓ ବିକ୍ଷୋଭ

0 22

କଟକ ଜିଲ୍ଲା ବଡମ୍ବା ବ୍ଲକ ଠାରେ ଜାଳେଣି ଗ୍ୟାସ ଠାରୁ ନିତ୍ୟ ବ୍ୟବହାର ଡାଲି ଖାଇବା ତେଲ ଯାଏ ଯେଉଁ ଭଳି ଦଳ ବୃଦ୍ଧି ଘଟିଚାଲିଛି ତାର ବିରୁଦ୍ଧରେ ମହିଳା ବିଜୁ ଜନତା ଦଳର ପକ୍ଷ ରୁ ହଜାର ହଜାର ଲୋକଙ୍କୁ ନେଇ ଏକ ବିଶାଳ ଧାରଣା ଓ ବିକ୍ଷୋଭ କରା ଯାଇ ଥିଲା ବିଭିନ୍ନ ନାରସହ ବଡମ୍ବା ର ବିଭିନ୍ନ ଅଂଚଳ ର ସାଧିକ ମହିଳା କର୍ମୀ ମାନେ ଏକ ଭିକ୍ଷଭ ତହସିଲଦାର କାଯ୍ୟl ଳୟ ଓ କଚେରୀ ସଂଲଗ୍ନ ପରିସରକୁ ପହଂଚି ବା ପାରେ ଏକ ସଭାର ବଡମ୍ବା ନରସିଂହପୁର ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ବଡମ୍ବା ବ୍ଲକ ଅଧକ୍ଷା ଅନୁସୟା ନାୟକ ବ୍ଲକ ଉପାଧ୍ୟାକ୍ଷଶ୍ରୀ ସଦାନନ୍ଦ ସ୍ୱାଇ ବିଯୁଜନତା ଦଳ ବ୍ଲକ ସଭାପତି ରବୀନ୍ଦ୍ର ସାହୁ ବ୍ଲକ ଉପ ସଭାପତି ଶ୍ରୀ ଗୋଲକ ପଟ୍ଟନାୟକ ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ୟରୀ ମୋହନ ସ୍ୱଇ ରାଜ୍ୟ ସମ୍ପାଦିକା ଶ୍ରୀ ଡାଲି ସାହୁ ସସ୍ମିତା ସ୍ୱଇଁ ଙ୍କ ଅଭି ଭାଷଣରେ ରଖିଥିଲେ କେନ୍ଦ୍ର ର ଭ୍ରାନ୍ତ ନୀତି ଯୋଗ ଜନ ବିରୋଧ ନିସିପତି ଯୋଗୁ ଦର ଆକାଶ ଛୁଆଁ ହୋଇ ଥିବା ଓ ଏହାକୁ କାମଇବା ପାଇ ଉଦାସୀନତା ର୍ଦଶାଇ ଭାରତ ର ରାଷ୍ଟ୍ରପତି ଙ୍କୁ ହସ୍ତ କ୍ଷେପ ପାଇଁ ଅନୁରୋଧ କରି ଏକ ସ୍ମାରକ ପତ୍ର ସ୍ଥାନୀୟ ତହସିଲଦାର ଙ୍କ ଜରିଆରେଏକ ମହିଳା ବିଜୁ ଜନତା ଦଳର ପ୍ରତିନିଧି ଯାଇ ପ୍ରଦାନ କରି ଥିଲେ l

ବଡମ୍ବା ନରସିଂହପୁର ଈପିଏ ରୁ ତପନ କୁମାର ସେଠ୍ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.