ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ ମହତାବ ଙ୍କ ୧୨୨ ତମ ଶୁଭ ଜନ୍ମ ବାର୍ଷିକରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

0 3

ଓଡ଼ିଶାର ଗର୍ବ ଗୌରବ ନବ ଉତ୍କଳର ନିର୍ମାତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଉତ୍କଳକେଶରୀ ହରେକୃଷ୍ଣ ମହତାବଙ୍କ ୧୨୨ ତମ ଜନ୍ମ ବାର୍ଷିକ ରେ କୋଟି କୋଟି ପ୍ରଣାମ । ଆଜି ସ୍ଥାନିୟ ମହତାବ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି lଜୟନ୍ତୀ କମିଟି ର ସଭାପତି ରବି ନାରାୟଣ ଖିଲାର, ସମ୍ପାଦକ ଅପୂର୍ଵ ରଞ୍ଜନ ବେହେରା ଙ୍କ ସଂଯୋଜନା ରେ ଜିଲାପାଳ ତ୍ରିଲୋଚନ ମାଝୀ, ଡା ପ୍ରଦୀପ ନାୟକ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ନାୟକ, ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ର ସଭାପତି କଳ୍ପନା ଜେନା ମହିଳା ସାମ୍ବାଦିକା ଲିପିକା ରାଉତ, ସାମ୍ବାଦିକ ରାଜୁ ଜେନା ,ଚାରୁଦତ ନାୟକ ଭାଗବତ ତ୍ରିପାଠୀ, କ୍ଷୀରୋଦ ସାମଲ, ଅଗଣି ଜେନା ଅଶୋକ ଦାସ, ବିପ୍ଳବ ହୋତା, ମନ ରଞ୍ଜନ ବାରିକ, ତଥା ବରିଷ୍ଠ ମାନ୍ୟ ଗୁଣ୍ଯ ବ୍ଯକ୍ତି ଯୋଗ ଦେଇଥିଲେ । ସମୟ ୮ ଘଟିକା ସମୟ ରେ । ପରେ ମହତାବ ଛକ ଠାରୁ ଭଦ୍ରକ ଟାଉନ ଛକ ମହତାବ ଙ୍କ କୋଠି ପ୍ରର୍ଯ୍ୟନ୍ତ ଏକ ଗଣ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ଅନେକ ଯୁବକ ମାନେ ସାମିଲ ହୋଇ ଏହି ଗଣ ଦୈଡ଼ ରେ ସାମିଲ ହୋଇଥିଲେ ।

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.