ଉତ୍ୟକ୍ତ ମହିଳା ମାନେ ଭାଙ୍ଗିଲେ ମଦ ଦୋକାନ

0 3

କେନ୍ଦୁଝର ଜିଲ୍ଲା ର ବାଂଶପାଲି ରେ ମଦ ବିରୋଧି ଆନ୍ଦୋଳନ କାରି ମାନେ ବହୁତ ଦିନ ହେଲା ତାତି କି ଥିଲେ l

ମଦୁଆ ମାନଙ୍କୁ ବୁଝାଇବା ମୁଶକିଲ ହେଲା କି କଣ ନା ରହେଗା ବାଂଶ ନା ବାଜେଗା ବାଂଶୁରୀ ନିତି କୁ ଆପଣେଇ ନେଇ ଶହ ଶହ ମହିଳ ଏକାଠି ହୋଇ ମଦ ବୋତଲ ଉପରେ କରିଦେଲେ ହାଙ୍ଗାମା ଉତ୍ୟକ୍ତ ମହିଳା ମାନେ ମଦ ଦୋକାନ ରୁ ପେଟି ପେଟି ମଦ ଟେକି ଆଣି ହାଟ ପଡିଆରେ କାଚି ଭାଙ୍ଗି ଦେଲେ l

କେନ୍ଦୁଝର ଜିଲ୍ଲା ଇପିଏ ରୁ ଶିବରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.