ମାଣିଆବନ୍ଧ ଠାରେ ବିଶ୍ୱ କ୍ରମା ପୂଜା ଅନୁଷ୍ଠିତ ହୋଇ ଯାଇଛି ଏଥିରେ ମୁଖ୍ୟ ସଭାପତି ବିପିନି ବିହାରୀ କରଣ ଉପ ସଭାପତି ପ୍ରଦୀପ କୁମାର ସାହୁ ଗ୍ରୁପ ଆଡ଼ ମିନି ନବଘନ ମାଟି ସୁଜ୍ଞlନ କୁମାର ସେଠ ବସନ୍ତ ସେନାପତି ସୋମ୍ୟ ରଞ୍ଜନ ସତପଥି ଜିତେଦ୍ର ପ୍ରଧାନ ଓ ସଭ୍ୟ ମାନେ କୁମୁଦ ପାତ୍ର ଜୀ ସାହୁ ଗଣେଶ୍ୱର ସାହୁ ଓ ରାବିଦ୍ର ନାୟକ ରାମ ଚନ୍ଦ୍ର ରାଉତ ସଙ୍ଘର କାଯ୍ୟ କର୍ତା ଙ୍କୁ ନେଇ ପୂଜା ଅନୁଷ୍ଠିତ ହୋଇଯାଇଛି ସନ୍ଧ୍ୟା ରେ ଭଜନ ସାମରହ ଅନୁଷ୍ଠିତ ହୋଇଥିଲା
Sign in
Sign in
Recover your password.
A password will be e-mailed to you.