
ସୁବର୍ଣ୍ଣପୁର ଜିଲ୍ଲା ବିନିକ ବ୍ଲକ କଉଡିଆମୁଣ୍ଡା ଠାରୁ କଂଗ୍ରେସ ର ଜନଜାଗରଣ ଯାତ୍ରା ଆରମ୍ଭ ହୋଇ କଇଁତରା ଗ୍ରାମ ରେ ଏକ କର୍ମି ସମ୍ମିଳନୀ ବିନିକା ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ବଲାଙ୍ଗୀର ଜିଲ୍ଲା ସଭାପତି ଦିଲ୍ଲୀପ ବେହେରା , ଜିଲ୍ଲା ପର୍ଯ୍ୟବେକ୍ଷକ ଲବକୁମାର ସାହୁ, ଜିଲ୍ଲା ଉପସଭାପତି ରାଜଗୋପାଲ ପାଣିଗ୍ରାହୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦିପ କୁମାର ସେଠୀ , ପିସିସି ସଭ୍ୟ ସଂଗ୍ରାମ କେଶରୀ ନାୟକ , ଜିଲ୍ଲା କିଷାନ ସେଲ ସଭାପତି ନରେନ୍ଦ୍ର ପଣ୍ଡା , କିଷାନ ସେଲ ରାଜ୍ୟ ସଂପାଦକ ସପ୍ନେଶ୍ବର ପୁଷ୍ଟି , ବରିଷ୍ଠ ନେତା ନରେନ୍ଦ୍ର ସାହୁ , ରାଘବ ଦାସ , ସୁଧାଂଶୁ ପଣ୍ଡା , ହଜାରୁ ସାହୁ , ଛାତ୍ର ନେତା ଗୋବିନ୍ଦା ଝାଙ୍କର , ଉମାକାନ୍ତ ଦୀପ , ବିନିକା ଟାଉନ ଛାତ୍ର କଂଗ୍ରେସ ସଭାପତି ଟିକୁନ ମହାଲିଙ୍ଗ , ସୋସିଏଲ ମିଡିଆ ସଂଯୋଜକ ସୁମନ୍ତ ସାହୁ , କୁଶ ଭୁଏ , ଟିକୁ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।
ସୁବର୍ଣ୍ଣପୁର ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )