
ଶିକ୍ଷୟତ୍ରୀ ମମୀତା ମେହେର ହତ୍ୟା କାଣ୍ଡରେ ଦିବ୍ୟଶଙ୍କର ଙ୍କୁ ସାମିଲ କରାଇ କଂଗ୍ରେସ ଦଳ ପକ୍ଷରୁ ତାଙ୍କର ଗିରଫ ଓ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବିକରି ରାଜ୍ୟ ବ୍ୟାପି ହରତାଳ ଡାକରା ଦିଆଯାଇଥିଲା l ହାଇକୋର୍ଟ ଙ୍କ ନିର୍ଦେଶକୁ ମାନ୍ୟତା ଦେଇ ଭୁବନେଶ୍ୱରରେ ସୁରେଶ କୁମାର ରାଉତ ରାୟଙ୍କ ସହିତ ବହୁ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ l ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଙ୍କୁ ବହିଷ୍କାର କରାନଯାଇଛି ସେ ପର୍ଯ୍ୟନ୍ତ ଏହିପରି ଆନ୍ଦୋଳନ ଜାରିରହିବ ବୋଲି କଂଗ୍ରେସ ମୁଖିଆ ମାନେ ସୂଚନା ଦେଇଛନ୍ତି l
ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୂ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )