ସାରା ରାଜ୍ୟରେ ମମୀତl ହତ୍ୟାକୁ ନେଇ କଂଗ୍ରେସ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା l ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶ କୁ ମାନ୍ୟତା ଦେଇ
ରାଜ୍ୟବ୍ୟାପୀ ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ପାଳନ ଓ ହରତାଳ ୧୨ ନଭେମ୍ବର ୨୦୧୨ ରେ ହୋଇଥିଲା ଇପିଏ ପକ୍ଷରୁ ପୁରୀ ,ବଲାଙ୍ଗୀର , ବାରିପଦା ,କେନ୍ଦୁଝର ପ୍ରତିନିଧିମାନେ ଗ୍ରାଉଣ୍ଡ ଜୀରୋରୁ ଦେଇଥିବା ରିପୋର୍ଟ l
ଇପିଏ ପୁରୀ ରୁ ସୌଭାଗ୍ୟ ପଟ୍ଟନାୟକ ,ବଲାଙ୍ଗୀର ରୁ ଅଞ୍ଜୁ ପୃଷ୍ଟି ,ବାରିପଦା ରୁ ମାନଗୋବିନ୍ଦ ପାଣିଗ୍ରାହୀ ,କେନ୍ଦୁଝର ରୁ ଶିବରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )