କଣ୍ଟକେ ନୈବ କଣ୍ଟକମ୍ ନିତି ଆପଣେଇଛି ବିଜେଡି ଦଳ

0 27

ତିର୍ତୋଲ : ରାଜ୍ୟ ସାରା ମମିତା ହତ୍ୟା କାଣ୍ଡ ର ହୋହାଲ୍ଲା ଭିତରେ ରାଜ୍ୟ ବାସୀ ଙ୍କ ନଜର ହଟାଇବା ଲାଗି ବିଜେଡି ଦଳ ଆପଣେଇଛି କଣ୍ଟକେ ନୈବ କଣ୍ଟକମ୍ ନିତି , ଯେଉଁ ମହିଳା ପାଇଁ ଆଜି ଦଳ ବଦନାମ ହେଉଛି ସେହି ମହିଳା ମାନଙ୍କୁ ଧରି ଆନ୍ଦୋଳନ କୁ ଓହ୍ଲାଇଛି ବିଜେଡି, ପ୍ରତି ନିର୍ବାଚନ ମଣ୍ଡଳୀ ରେ ଆୟୋଜନ କରିଛି ରୋଷେଇ ଘର ର ମହିଳା କୁଂ ନେଇ କେନ୍ଦ୍ର ବିଜେପି ବିରୁଦ୍ଧରେ ଲଢେଇ , ରନ୍ଧନ ଗ୍ୟାସ ପେଟ୍ରୋଲ ଡିଜେଲେ ଓ ପନିପରିବା ର ଅହେତୁକ ମୂଲ୍ୟ ବୃଦ୍ଧି କୁ ନେଇ ମହିଳା କୁ ଏକାଠି।କରିଛି ବିଜେଡି। ଗୋଟିଏ ପାଖରେ ବିଜେପି ମହିଳା ମୋର୍ଚ୍ଚା ମମୀତା ହତ୍ୟା କାଣ୍ଡରେ ଗୃହ ମନ୍ତ୍ରୀ କୁଂ ଗିରଫ କରିବା ଦାବିରେ ରାଜପଥ।ଠାରୁ ଗ୍ରାମ ପଥ ରେ ତୁମ୍ଭି ତୋଫାନ କରି ଜନତା ଙ୍କ ମନରେ ବିଜେପି ସରକାର ଙ୍କ ପ୍ରତି ଆସ୍ଥା ସୃଷ୍ଟି କରିବା କୁ ବସିଥିବା ବେଳେ ବିଜେଡି ସାଶକ ଦଳ ଜନତା ଙ୍କୁ ମତାଇ ଦରଦାମ ବୃଦ୍ଧି କୁ ଆଳ କରି ଜନତାଙ୍କ ମନରେ ବିଜେପି ପାଇଁ ବିଷ ମଞ୍ଜି ବାଣ୍ଟି ବା କୁ ପ୍ରୟାସ କରୁଥିବା ରାଜ ନୈତିକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ତେଣୁ ଉଭୟ ଦଳ ପରସ୍ପର କାଦୁଅ ଫିଗା ଫିଗିଂ ହେଉଛନ୍ତି , ନା ଏମାନେ ଆଉ ବର୍ଧୀତ ଦରକୁ କମାଇ ବା ଲାଗି ସୂତ୍ର ଖୋଜି ବେ ନା ମମିତା ପରିବାର କୁ ପ୍ରକୃତ ନ୍ୟାୟ ଦେବେ କେବଳ ସାଧାରଣ ମହିଳା ଙ୍କୁ ରାଲି ଧର୍ମ ଘଟରେ ସାମିଲି କରାଇ। ସୁପ୍ରିମୋଙ୍କ ପାଖରେ ଭଲେଇ ହେବା ଲାଗି କରିଚାଲିଛନ୍ତି ଲୋକଦୈଖାଣିଆ ରଣ କୌଶଳ।

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.