କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରସ୍ଥିତ ଅଗ୍ନି ଭୈରବ ଙ୍କ ଝାମୁ ଯାତ୍ରା(ବାଲିଯାତ୍ରା)

0 13

ଗତ ରବିବାର ଦିନ ସମ୍ପନ୍ନ ହୋଇଯାଇଛି। ଆଶ୍ୱିନ ଶୁକ୍ଲ ପକ୍ଷ ଦ୍ଵିତୀୟା ତିଥିରେ ବାଲିକଢା ଠାରୁ ନଅ ଦିନଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ। ଭୈରବ ଦେବଙ୍କ କାଲିସି ଲାଗିଥିବା ଭକ୍ତ କଣ୍ଟା ଦୋଳିରେ ଝୁଲିବା ସହ ନିଆଁରେ ଚାଲି ଭୈରବ ଦେବଙ୍କ ପରାକାଷ୍ଠା ପ୍ରଦର୍ଶନ କରିଥିଲେ।ଭକ୍ତି ଓ ବିଶ୍ୱାସର ଏହି ମହାନ ପରମ୍ପରା କୁ କରୋନା କଟକଣା ଯୋଗୁଁ ଭକ୍ତମାନେ ଦେଖିବାରୁ ବଞ୍ଚିତ ହୋଇଥିଲେ।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.