କଳାହାଣ୍ଡି ର ଆଦିବାସୀମାନେ ପୁଷ୍ପ ବର୍ଷାକରି ଦିବ୍ୟ ଶଙ୍କର ଙ୍କୁ ପାଛୋଟି ନେଲେ

0 8

କୋଳ ର ସନ୍ତାନକୁ ମା’ହିଁ ଠିକ୍ ଚିନ୍ହେ, ମାଟିର ମଣିଷ କୁ ଅକପଟ ସାଧାରଣ ଲୋକ। ଠିକ୍ ଏହାର ପ୍ରତିଫଳନ ଘଟିଛି ଗୋଲାମୁଣ୍ଡା ବ୍ଲକ ର ଆଦିବାସୀ ଅଧ୍ୟୁଷିତ କରଞ୍ଜକୋଟ , ନୂଆଗାଁ ଅଞ୍ଚଳରେ। ତାଙ୍କ ପ୍ରିୟ ପ୍ରତିନିଧି, ସୁଖ ଦୁଃଖର ସାଥି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଚିରାଚରିତ ରୀତି ରେ ସେମାନଙ୍କ ପାଖରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ମା’ମାନଙ୍କ ଶ୍ରଦ୍ଧା, ସାଧାରଣ ଜନତାର ଗ୍ରହଣୀୟତା ଓ ଅତୁଟ ବିଶ୍ୱାସ ର ଉଚ୍ଛତ୍ସିତ ସମ୍ବର୍ଦ୍ଧନା।

କଳାହାଣ୍ଡିଇପିଏ ରୁ ଵିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.