କଳାହାଣ୍ଡି ର ଆଦିବାସୀ ମାନେ ମନ୍ତ୍ରୀ ଦିବ୍ୟଶନକାରଙ୍କୁ ପୁଷ୍ପ ର ବର୍ଷା

କୋଳ ର ସନ୍ତାନକୁ ମା’ହିଁ ଠିକ୍ ଚିନ୍ହେ, ମାଟିର ମଣିଷ କୁ ଅକପଟ ସାଧାରଣ ଲୋକ। ଠିକ୍ ଏହାର ପ୍ରତିଫଳନ ଘଟିଛି ଗୋଲାମୁଣ୍ଡା ବ୍ଲକ ର ଆଦିବାସୀ ଅଧ୍ୟୁଷିତ କରଞ୍ଜକୋଟ , ନୂଆଗାଁ ଅଞ୍ଚଳରେ। ତାଙ୍କ ପ୍ରିୟ ପ୍ରତିନିଧି, ସୁଖ ଦୁଃଖର ସାଥି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଚିରାଚରିତ ରୀତି ରେ ସେମାନଙ୍କ ପାଖରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ମା’ମାନଙ୍କ ଶ୍ରଦ୍ଧା, ସାଧାରଣ ଜନତାର ଗ୍ରହଣୀୟତା ଓ ଅତୁଟ ବିଶ୍ୱାସ ର ଉଚ୍ଛତ୍ସିତ ସମ୍ବର୍ଦ୍ଧନା।
କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )