କାନଝାରୀ ଡ୍ୟାମ ରେ ଭାସୁଛି ଯୁବକ ଙ୍କର ମୃତ ଦେହ

0 5

କେନ୍ଦୁଝର କାନଝାରୀ ଡ୍ୟାମ ରେ ଭାସୁଛି ଜଣେ ଯୁବକ ଙ୍କର ମୃତ ଦେହ । ମୃତକ ଜଣକ ହେଲେ ପଲାଣଘାଟି ଗାର ଇନ୍ଦ୍ରମଣି ନାଏକ I ଇନ୍ଦ୍ରମଣି କାଠ କାମ କରନ୍ତି । ସେ ଗତ ଶୁକ୍ରବାର ଦିନ କିଛି ସାଙ୍ଗ ମାନଙ୍କ ସହିତ ଏଠାକୁ ଆସି ଗାଧୋଉ ଥିବା ସମୟ ରେ ବୁଡି ଯାଇଥିଲେ । ଇନ୍ଦ୍ରମଣି ଙ୍କ ସାଙ୍ଗ ମାନଙ୍କ କରିବା କଥା ସେହି ଦିନରୁ ସେମାନେ ଏହି ଡ଼୍ୟାମରେ ତାଙ୍କୁ ଖୋଜି ପାଉନଥିଲେ । ଗତକାଲି ମଧ୍ୟ ଅଗ୍ନିଶମ କର୍ମଚାରୀ ମାନେ ଖୋଜି ପାଇନଥିଲେ । ଆଜି ସକାଳୁ ସକାଳୁ ମୃତ ଦେହଟି ଭାସୁଥିବା ଦେଖିବାକୁ ମିଳିଛି ।
କେନ୍ଦୁଝର ରୁ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ l

କେନ୍ଦୁଝର ଇପିଏ ରୁ ଶିବରଞ୍ଜନ ଦେ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.