କିଛି ଘଣ୍ଟା ନ ପୂରୁଣୁ ଆଉ ଏକ ହତ୍ୟା କାଣ୍ଡ

0 21

କିଛି ଘଣ୍ଟା ନ ପୁରଣ ହେଉଣୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡିଘାଇ ଗ୍ରାମରେ ଆଉ ଏକ ଗ୍ରାମର ହତ୍ୟା କାଣ୍ଡ ଘଟିଛି। ଗ୍ରାମ ର ବିନାୟକ ପ୍ରଧାନ ନାମକ ବ୍ଯକ୍ତିକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ବିନାୟକ ପ୍ରଧାନ ଗ୍ରାମର ଠାକୁରାଣୀଙ୍କ ମନ୍ଦିର ପାଖରେ ଶୋଇଥିବା ବେଳେ ତାକୁ କିଏ ପଥରରେ ଛେଚି ହତ୍ୟା କରିଛି। ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଯେ ମୃତ ବିନାୟକ ପ୍ରଧାନ ଜଣେ ମଦ ବ୍ୟବସାୟୀ ସେ ଗୋଟିଏ କାଉଣ୍ଟର କରି ମଦ ବିକ୍ରି କରନ୍ତି । ହେଲେ କିଛି ଲୋକ ଚୋରା ମଦ କାରବାର କରିବା ନେଇ ସେ ବାରମ୍ବାର ଅଭିଯୋଗ କରୁଥିଲେ। ସେହି ରାଗରେ ଦୃବୁର୍ତ୍ତ ମାନେ ହତ୍ୟା କରିଥିବା ଅନୁମାନ କରାଯାଇଛି। ଏପରିକି ହତ୍ୟା କାରି ହତ୍ୟା କାାକାଣ୍ଡ ଘଟାଇବା ପରେ ରକ୍ତ ରେ ତାଙ୍କ ର ଦ୍ବବିତୀ ଟାର୍ଗେଟରେ ଥିବା ବ୍ଯକ୍ତି ଙ୍କ ନାମ କୁ ଲେଖିଥିବ ଦେଖିବାକୁ ମିଳିଛି ।

ଗଂଜାମ ଇପିଏ ରୁ ସରୋଜ ମିଶ୍ରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.