କୁମାର ପୂର୍ଣିମା ପାଳିତ


ଆଜି କୁମାର ପୂର୍ଣିମା, କୁମାରୀମାନେ ଭାଇ ମାନଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ଭଲ ବର ପାଇବା ଉଦେଶ୍ୟରେ ଚନ୍ଦ୍ର ପୂଜା କରିଥାନ୍ତି , ଏହା ଓଡିଶା ର ଏକ ବଡ ପର୍ବ , ଏକ ମାସ ଧରି ଓଷା ରଖିବା ପରେ ଆଜି ଓଷା ଉଜୁଆ ଯାଇଥାଏ , ନୂଆ ପୋଷାକ ପରିଧାନ କରି ନିଜକୁ ସଜାଇ ସନ୍ଧ୍ୟାରେ ଚନ୍ଦ୍ରକୁ ପୂଜା କରି ଖୁସି ମନାନ୍ତି , ଖୋର୍ଦ୍ଧା ଜିଲ୍ଲା ” ଅଣ୍ଡା ” ଗ୍ରାମରେ ଖୁସି ମନୁଁ ଥିବା ତରୁଣୀମାନେ
ଇପିଏରୁ ଦୀପକ ରାଜଗୁରୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )