କୃଷକ ଦିଵସ ପାଳନ

0 16

ରବିବାର କୁଚିଣ୍ଡା ଘୋଷା ଠାରେ ମହିକୋ ପକ୍ଷରୁ କୃଷକ ଦିଵସ ପାଳନ କରାଯାଇଛି।କୁଚିଣ୍ଡା ପୂଜା ସିଡସ ପକ୍ଷରୁ ଆୟୋଜିତ ଏହିକାର୍ଯ୍ୟକ୍ରମରେ ସମ୍ବଲପୁର ଝାରସୁଗୁଡା ସୁନ୍ଦରଗଡ ବଣେଇ ଅଞ୍ଚଳର ଶତାଧିକ ଚାଷୀ ମାନେ ଆସି ତାଲିମ ନେଇଥିଲେ।କମ୍ପାନୀ ପକ୍ଷରୁ ଆରଏମସମତ କୁମାର ଜୋନାଲ ମେନେଜର ଦିପକ ସକସେନା ଟିମ ମେନେଜର ମନୋଜ ସାହୁ କୁଚିଣ୍ଡା ଡିଷ୍ଟିବୁଟର ମୁରଲୀ ବେହେରା,ବଣେଇ ଡିଷ୍ଟିବୁଟର ଯୋଗଦାନ କରି ଚଲିତ ୨୦୨୧ ରେ ମହିକୋ କମ୍ପାନୀ ପକ୍ଷରୁ ଚାଷୀ ଙ୍କୁ ଦିଆଯାଇଥିବା ଶଙ୍କର ଜାତୀୟ ଧାନ ବିଷୟରେ ଜଣାଇବା ସହିତ ଅମଳ ହୋଇଥିବା ଧାନର ପଦର୍ଶନ କରିଥିଲେ।

କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.