କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଛାତ୍ର କଂଗ୍ରେସ ର ବିରୋଧ

0 4

ଉତ୍କଳ ବିଶ୍ଵବିଦ୍ୟାଳୟ ର ମୌଳିକ ସମସ୍ୟା, ଅଧ୍ୟାପକ ଓ ଅନ୍ୟାନ୍ୟ ଷ୍ଟାଫ୍ ପଦବୀ ଖାଲି, ବେକାରୀ, ଚାଷୀ ହତ୍ୟା, ଉଜ୍ୱଳା ବିଫଳତା ଓ ଦରଦାମ୍ ବୃଦ୍ଧି ପ୍ରସଙ୍ଗ ରେ ବାଣୀବିହାର କ୍ୟାମ୍ପସ ଭିତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଛାତ୍ର କଂଗ୍ରେସ ର ବିରୋଧ l

ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୂ ଏବଂ ବିରୁ ସାହୂ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.