ଖାଉଟିଙ୍କୁ ଅତିଷ୍ଠ କରୁଛି ଅଣାୟତ ଦରବୃଦ୍ଧି

0 8

ସୁବର୍ଣ୍ଣପୁର:ଲୋକଙ୍କୁ ଗୋଟିଏ ପଟେ ପଟ୍ରୋଲ ଡିଜେଲ ବୃଦ୍ଧି ଖାଉଟିଙ୍କୁ ଅତିଷ୍ଠ କରିଥିବା ବେଳେ ରନ୍ଧନ ଗ୍ୟାସ,ଖାଇବା ତେଲ ଓ ଅନ୍ୟାନ୍ୟ ସାମଗ୍ରି ର ଦର ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ବଜାର ରେ ସହେ ଛୁଁଇଁ ଥିବା ପେଟ୍ରେଲ ଓ ଡିଜେଲ ଆଗାମି ଦିନ ରେ ଅଧିକ ମହଙ୍ଗା ହେବ ବୋଲି ଆକଳଣ କରାଯାଏ । ଏହାର ପ୍ରଭାବରେ ରନ୍ଧନ ଗ୍ୟାସ ଦର ବଢିପାରେ ବୋଲି ମଧ୍ୟ ଆକଳଣ କରାଯାଏ ।

ତେଲ ତାତି କୁ ନେଇ ରାଜ୍ୟ ଓ କେନ୍ଦ୍ର ରାଜନିତି ସର ଗରମ ରହିଛି । ତେବେ ତେଲ କେନ୍ଦ୍ରସରକାର ପ୍ରେଟ୍ରୋଲ ୫ଟଙ୍କା ଓ ଡିଜେଲ ୧୦ ଟଙ୍କା ବେଲେ ରାଜ୍ୟ ସରକାର ଉଭୟ ପ୍ରତି ୩ ଟଙ୍କା କମାଇଛନ୍ତ । ଏପଟେ କିଛି ମାସ ବ୍ୟବଧାନ ରେ ଖଉଟିଙ୍କୁ କନ୍ଦାଇବା ଆରମ୍ଭ କରିଛି ପିଆଜ ଦର । ନିତ୍ୟ ବ୍ୟବହାର ସାମଗ୍ରି ଦର ବି ଖାଉଟିଙ୍କୁ ଅତିଷ୍ଟ କରିଛି ।ଏଥିରେ ନିୟତ୍ରଣ ଆଣିବା ରେ ସରକାର ବିଫଳ ହୋଇଥିବା ପ୍ରତିୟମାନ ହେଉଛି ।ବର୍ଦ୍ଧିତ ମୁଲ୍ୟ ଖାଉଟିଙ୍କ ପାଇଁ ଏବେ ବୋଝ ହୋଇଥିବା ଦେଖାଯାଇଛି । ଏ ବିଶୟ ରେ ଏକ ଉପସ୍ଥାପନା ରନ୍ଧା ଶାଳ ରେ ଏବେ ଗୃହିଣି କାନ୍ଦୁଛନ୍ତି । ଏଲ ପି ଜି ଗ୍ୟାସ ଠୁ ଆରମ୍ଭ କରି ପନି ପରିବା ପର୍ଯ୍ୟନ୍ତ ରନ୍ଧନ ଗ୍ୟାସ ର ବୃଦ୍ଧି ଏବେ ସମସ୍ତଙ୍କୁ ହତାସ କରିଛି । କରୋନ କାଳ ରେ କିଛି ଲୋକ ରୋଜଗାର ରୁ ସଂଚୟ ସୂନ୍ୟ ହୋଇଯାଇଛନ୍ତି । ସମଗ୍ର ଦର ଦାମ ବୃଦ୍ଧି ଲୋକଙ୍କୁ ହତାସ କରିଛି । ତେବେ ଦରଦମ ବୃଦ୍ଧିରେ ଘର ଚଳାଇବା ମୁସ୍କିଲ ହୋଇପଡିଛି । ତୈଲ ଦର କମାଜାଇଛି ସତ କିନ୍ତୁ ଏବେ ବି ଶତକ ଉପରେ ତେବେ ଏହି ଦରଦାମ ବୃଦ୍ଧି ସମୟ ରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଦର ଦାମ ନିୟତ୍ରଣ ପ୍ରତି ଦୃଷ୍ଟି ଦେବା ଦରକାର । ଈଶ୍ୱର ଚନ୍ଦ୍ର ବିଶି,ସାଧାରଣ ଜନତା,ସୋନପୁର ଯେଉଁ ଭଲି ଭାବରେ ଦରଦାମ ବୃଦ୍ଧି ଘଟୁଛି ତାହ ସାଧାରଣ ଜନତାଙ୍କୁ ବାଧିଲାଭଳି । ଲୋକେ କରୋନା ଭଲି ପରିସ୍ଥିତି ର ସାମ୍ନା କରି ହତାସ ଥିବା ବେଳେ ଦରଦାମ ବୃଦ୍ଧି ଲୋକଙ୍କୁ ହତାଶ କରୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଜନ ସାଧାରଣ ଙ୍କ ସ୍ୱର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବା ଦରକାର । ବିନୟ ରଜଂନ ପଧାନ, ବରିଷ୍ଟ ସାମ୍ବାଦିକ,ସୋନପୁର ବିନୟ ରଜଂନ ପଧାନ, ବରିଷ୍ଟ ସାମ୍ବାଦିକ,ସୋନପୁର ଗରିବଙ୍କ ପାଇଁ ଏବେ ଦରଦାମ ବୃଦ୍ଧି ବୋଝ ଉପରେ ନଲିତା ବିଡା ସଦୃଶ । ପେଟ୍ରୋଲ ,ଡିଜେଲ ଗ୍ୟାସ ସହ ଚାଉଳ,ଲୁଣ,ତେଲ ଠାରୁ ଆରମ୍ଭ କରି ଅତିଆବଶ୍ୟକ ସାମଗ୍ରି ଦର ଅସହ୍ୟ ହେଲାଣି । ଏହି ଦରଦାମ ବୃଦ୍ଧି ସାଧାରଣ ଖାଉଟିଙ୍କ ପେଟରେ ଲାତ ମାରିବା ଭଳି ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଗରିବି ହଟାଇବା କେବଲ ନାରାବାଜି ରେ ସିମିତ ନ ରଖି ତୁରନ୍ତ ମୁଲ୍ୟ ନିୟତ୍ରଣ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.