
ଗଞ୍ଜାମ ଜିଲ୍ଲାର ୬୯ଟି ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ପାଇଁ ପ୍ରାର୍ଥୀ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ) , ୨ନଂ ଜୋନ୍ ପାଇଁ (ମହିଳା) ୩ନଂ ଜୋନ୍ ପାଇଁ (ମହିଳା), ୪ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୫ନଂ ଜୋନ୍ ପାଇଁ (ଅଣସଂରକ୍ଷିତ) , ୬ନଂ ଜୋନ୍ ପାଇଁ (ମହିଳା) , ୭ନଂ ଜୋନ୍ ପାଇଁ (ଅନୂସୂଚିତ ଜାତି), ୮ନଂ ଜୋନ୍ ପାଇଁ (ଅନୂସୂଚିତ ଜାତିର ମହିଳା ପ୍ରାର୍ଥୀ ), ୯ନଂ ଜୋନ୍ ପାଇଁ (ଅନୁସୂଚିତ ଜନଜାତି) , ୧୦ନଂ ଜୋନ୍ ପାଇଁ (ମହିଳା), ୧୧ନଂ ଜୋନ୍ ପାଇଁ (ମହିଳା), ୧୨ନଂ ଜୋନ୍ ପାଇଁ (ଅଣସଂରକ୍ଷିତ) , ୧୩ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି) , ୧୪ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି), ୧୫ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି), ୧୬ନଂ ଜୋନ୍ ପାଇଁ (ଅଣସଂରକ୍ଷିତ) , ୧୭ନଂ ଜୋନ୍ ପାଇଁ (ମହିଳା ପ୍ରାର୍ଥୀ) , ୧୮ନଂ ଜୋନ୍ ପାଇଁ (ଓବିସି ମହିଳା), ୧୯ନଂ ଜୋନ୍ ପାଇଁ (ଓବିସି- ମହିଳା), ୨୦ନଂ ଜୋନ୍ ପାଇଁ (ମହିଳା) , ୨୧ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି ମହିଳା) , ୨୨ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି), ୨୩ନଂ ଜୋନ୍ ପାଇଁ (ଅଣସଂରକ୍ଷିତ) , ୨୪ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି ମହିଳା) , ୨୫ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୨୬ନଂ ଜୋନ୍ ପାଇଁ (ଓବିସି ମହିଳା), ୨୭ନଂ ଜୋନ୍ ପାଇଁ (ମହିଳା), ୨୮ନଂ ଜୋନ୍ ପାଇଁ (ଓବିସି), ୨୯ନଂ ଜୋନ୍ ପାଇଁ (ଓବିସି ମହିଳା) , ୩୦ନଂ ଜୋନ୍ ପାଇଁ (ଅନୁସୂଚିତ ଜନଜାତି ମହିଳା),୩୧ନଂ ଜୋନ୍ ପାଇଁ (ଓବିସି ମହିଳା), ୩୨ନଂ ଜୋନ୍ ପାଇଁ (ଓବିସି ମହିଳା), ୩୩ନଂ ଜୋନ୍ ପାଇଁ (ଅନୁସୂଚିତ ଜନ ଜାତି ମହିଳା), ୩୪ନଂ ଜୋନ୍ ପାଇଁ (ଓବିସି ମହିଳା), ୩୫ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି ମହିଳା), ୩୬ନଂ ଜୋନ୍ ପାଇଁ (ଅନୂସୂଚିତ ଜାତି), ୩୭ନଂ ଜୋନ୍ ପାଇଁ (ଓବିସି), ୩୮ନଂ ଜୋନ୍ ପାଇଁ (ଓବିସି) , ୩୯ନଂ ଜୋନ୍ ପାଇଁ (ଓବିସି ମହିଳା), ୪୦ନଂ ଜୋନ୍ ପାଇଁ (ଓବିସି), ୪୧ନଂ ଜୋନ୍ ପାଇଁ(ଓବିସି) , ୪୨ ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି), ୪୩ ନଂ ଜୋନ୍ ପାଇଁ (ମହିଳା), ୪୪ ନଂ ଜୋନ୍ ପାଇଁ (ଓବିସି), ୪୫ ନଂ ଜୋନ୍ ପାଇଁ (ମହିଳା), ୪୬ ନଂ ଜୋନ୍ ପାଇଁ (ମହିଳା), ୪୭ ନଂ ଜୋନ୍ ପାଇଁ (ଓବିସି), ୪୮ ନଂ ଜୋନ୍ ପାଇଁ (ମହିଳା), ୪୯ ନଂ ଜୋନ୍ ପାଇଁ (ମହିଳା), ୫୦ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୫୧ ନଂ ଜୋନ୍ ପାଇଁ (ମହିଳା), ୫୨ ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି ମହିଳା), ୫୩ ନଂ ଜୋନ୍ ପାଇଁ (ମହିଳା), ୫୪ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୫୫ ନଂ ଜୋନ୍ ପାଇଁ (ମହିଳା), ୫୬ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୫୭ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୫୮ ନଂ ଜୋନ୍ ପାଇଁ (ମହିଳା), ୫୯ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୬୦ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୬୧ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୬୨ ନଂ ଜୋନ୍ ପାଇଁ (ମହିଳା), ୬୩ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୬୪ ନଂ ଜୋନ୍ ପାଇଁ (ଓବିସି), ୬୫ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୬୬ ନଂ ଜୋନ୍ ପାଇଁ (ଓବିସି ମହିଳା), ୬୭ ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି ମହିଳା), ୬୮ ନଂ ଜୋନ୍ ପାଇଁ (ଅଣ-ସଂରକ୍ଷିତ), ୬୯ ନଂ ଜୋନ୍ ପାଇଁ (ଅନୁସୂଚିତ ଜାତି ମହିଳା) ପ୍ରାର୍ଥୀ ଙ୍କ ପାଇଁ ଚୁଡାନ୍ତ ହୋଇଛି ।ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କମିଶନ ବିଭିନ୍ନ ଵର୍ଗ ର ସଂରକ୍ଷିତ ପ୍ରାର୍ଥୀ ଙ୍କ ତାଲିକା ପ୍ରକାଶ କରିଛନ୍ତି ।
ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )