ଗଣେଶଙ୍କ ପୂଜାରେ ଦ୍ଵୀପଦାନ

0 10

ମଙ୍ଗଳବାରସନ୍ଧ୍ୟାରେ ବ୍ରହ୍ମପୁର ଗୋଲାପଲ୍ଲିସାହି ସେବକ ନଗର ଠାରେ ଆୟୋଜିତ ଗଣେଶ ପୂଜା ରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀନିବାସ ରାଓ ଓ ସୁରେଶ ରାଓ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଗଣେଶ ପୂଜା ଉପଲକ୍ଷେ ୧୧ ସହ ଦ୍ୱୀପଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ , ସମ୍ମାନୀତ ଅତିଥି ବରିଷ୍ଟ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ଯୋଗଦେଇଥିଲେ ।

କାରଗିଲ ଟ୍ରଫି ର ମୁଖ୍ୟ ପରିଚାଳକ ଚିନ୍ତା ମଣି ନାୟକ , ଅନୁରାଧା ହାତୀ , ସଞ୍ଜୟ ହାତୀ , ଝୁନୁ ବେହେରା , ମହେଶ ରାଓ ,ନର୍ସିଙ୍ଗ ବିଷୋୟୀ , ଶିବା ରାଓ ,ଏମ ଗଣେଶ ରାଓ ,ଏମ ଶାନ୍ତି ସହ ସାହିର ଅନ୍ୟାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.