ଗରିବ ଛୁଆ ଙ୍କ କଥା ବୁଝିଲେ ନିର୍ବାହୀ ଅଧିକାରୀ

0 1

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ସୁଧାଂଶୁ ରୁଟ ସବୁଦିନ ସକାଳୁ କୋଲପଡ଼ା ସ୍ଥିତ ଗୋ ଶ୍ରଦ୍ଧା କେନ୍ଦ୍ର କୁ ଯାଉଥିବା ବେଳେ ସକାଳେ ସେହି ପଡ଼ାର କମୂନିଟିସେଣ୍ଟର୍ ରେ ଟିଉସନ୍ କୁ ପହଞ୍ଚି ଛୋଟ ପିଲା ମାନେ ପଢ଼ିବା ସକାଶେ ଆଗକୁ ଆସିବାକୁ କହିବା ସହିତ ଯେଉ ଛୁଆ ମାନଙ୍କ ର ଟିଉସନ୍ ଫି ନ ଦେଇ ପାରୁଚି ତାର ଫିଜ ମଧ୍ୟ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଶ୍ରୀ ରୁଟ ଆଗରୁ ମଧ୍ୟ ଏପରି ଜନ ମଙ୍ଗଳ କାରୀ କାର୍ଯ୍ୟ କରିବାର ଦେଖିବାକୁ ମିଳିଛି ।କରୋନା ମହାମାରୀ ହେତୁ ସ୍କୁଲ କୁ ନ ଯାଇ ପାରୁଥିବା କୋଲପଡ଼ାର ଗରିବ ଛୁଆ ଏପରି ମହତ୍ କାର୍ଯ୍ୟ ରେ ଉପକୃତ ହୋଇ ପାରିବେ ବୋଲି ବୁଦ୍ଧଜୀବୀ ମହଲ ରେ ମତ ପ୍ରକାଶ ପାଇଛି ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.