ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

0 6

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟ ବଡଖମାର ସ୍ଥିତ ବରାହପଦର ମଠ, ବାଗବର ସ୍ଥିତ ଚନ୍ଦ୍ରମଣି ମଠ, ଖଣ୍ଡହତା ପଞ୍ଚାୟତ ର ସୁନାରିବେନି ମଠ, ଟିଠିପାଲିର ରାଧେଶ୍ୟାମ ଆଶ୍ରମ, ସୁବଳୟା ସ୍ଥିତ ରାଧାକୃଷ୍ଣ ମଠ, ଅମରପାଲି, ଭାଲଡୁଙ୍ଗୁରି, କୁନ୍ଦପାଲୀ ସ୍ଥିତ ଦେଉଳଝରି, ସହଜଲଥା ସ୍ଥିତ ମୟୁରକଟା ମଠ ପଧାନପାଲି ନିକଟସ୍ଥ ନରସିଂହଖମନ ମଠ ଆଦି ବିଭିନ୍ନ ସ୍ଥାନରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି l ଶ୍ରଦ୍ଧାଳୁ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା ସହ ସମୂହ ପ୍ରସାଦ ସେବନ କରିଥିଲେ l କରୋନା ଦୂରେଇଯାଉ ଓ ସ୍ୱାଭାବିକଅବସ୍ଥା ଫେରିଆସୁବୋଲି ଅନେକ ଶ୍ରଦ୍ଧାଳୁ ପ୍ରାର୍ଥନା କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.