ଗୁଣ୍ଡୁରୁଚୁଆଁ, ସିରିଡ ଠାରେ ସହିଦ ଦିବସ ପାଳିତ ।

0 11

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ଏବଂ ସିରିଡ ଗ୍ରାମର କୁଚିଣ୍ଡା ପୋଲିସ ପକ୍ଷରୁ ସହିଦଙ୍କ ପାଇଁ ସ୍ମୃତି ଦିବସ ପାଳନ କରାଯାଇଥିଲା।ଏହି ଅବସରରେ କୁଚିଣ୍ଡା ଏସଡିପିଓ ରାଜକିଶୋର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସହିଦ ସୁକାନ୍ତ ସାହୁ,ସହିଦ ଏଣ୍ଟୋନି ମିଞ୍ଜ ଙ୍କ ସ୍ମୃତି ଚାରଣ ପାଇଁ ତାଙ୍କ ସହିଦ ସ୍ତୁପରେ ଫୁଲମାଲା ଦେବା ସହିତ ଏକ ସଭା ଆୟୋଜନ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।

କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.