ଗୋରଡ ଟିକା ଦାନ କେନ୍ଦ୍ର ରେ ଅନିୟ ମିତତା କୁ ନେଇ ମୃଦୁ ଉତେଜନା

0 35

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିନସ୍ଥ ଗୋରଡ ପ୍ରାଥମିକ କେନ୍ଦ୍ର ରେ କୋଭିଡ ଟିକା ଦେବାରେ ଅନିୟ ମିତତା ଦେଖାଯିଵା ରୁ କୋଭିଡି ଟିକା ନେବାକୁ ଆସିଥିବା ଦୂରଦୂରାନ୍ତ ଲୋକମାନେ ହୋ ହାଲ୍କା କରି ଥିଲେ । ଖବର ସଂଗ୍ରହ ରୁ ଜଣା ଗଲା ଯେ ମଧ୍ୟାହ୍ନ ବ୍ରେକ ନହେବା ପୂର୍ବରୁ ଗୋରଡ ପି ଏସ ରେ ଟିକା ଦେଉଥିବା କର୍ମଚାରୀ ବ୍ରେକ ନେଇ ଖାଇବା କୁ ପଳାଇ ଥିଲେ , ଫଳରେ ଅପେଖ୍ୟା ରତ ଲୋକ ମାନେ ଅତିଷ୍ଠ ହୋଇ ପାଟି ତୁଣ୍ଡ କରି ଥିବାର ଦେଖି ବାକୁମିଳି ଥିଲା ,ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ଲୋକଙ୍କୁ ବୁଝାଇ ପୁନଶ୍ଚ ଟିକାଦାନ ଚାଲୁ କରିଥିଲେ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି

Leave A Reply

Your email address will not be published.