ଗୋରୁ ଗୁହାଳରେ ଅଗ୍ନି କାଣ୍ଡ ଘଟି ୮ଗୋରୁ ଜୀବନ୍ତ ଦଗ୍ଧ

0 11

ଯାଜପୁର : ଯାଜପୁର ସଦର ଥାନା ଅନ୍ତର୍ଗତ ଉପରବରୁହାଁ ପଞ୍ଚାୟତ ସାନ କୁଝାଲା ଗ୍ରାମରେ ବିଳମ୍ବିତ ରାତିରେ ଏକ ଗୁହାଳରେ ନିଆଁ ଲାଗି ୮ ଗୋରୁଙ୍କର ମୃତ୍ୟୁ ହୋଇଥିବା ଵେଳେ ୩ ଟି ଗୋରୁ ଆହତ ହୋଇଛନ୍ତି। କିପରି ଅଗ୍ନି କାଣ୍ଡ ଘଟିଛି ତାହା ଜଣାପଡି ନଥିବା ସୂୂଚନା ମିଳିଛି ।

ଯାଜପୁର ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.