ଗୋ ମାଂସ ବୋଝେଇ ଆଇଚର ଗାଡି ଜବତ
ଜଟଣୀ ବେଣାପଞ୍ଜୁରୀ ନିକଟରେ ଆଈଚର ଗାଡିରୁ ମାଂସ ଜବତ। ଡବତ ମାଂସ ଗୋ ମାଂସ ସୁଚନା । ଗୋ ମାଂସ ଚୋରା ଚାଲାଣ ବେଳେ ଗାଡି ରାସ୍ତାରେ ଦବିଯାଇଥିଲେ । ସ୍ଥାନୀୟ ଲୋକେ ଏ ନେଇ ଜଟଣୀ ପୋଲିସ କୁ ଖବର ଦେଇଥିଲେ । ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଛି । ପଶୁ ସଂପଦ ବିଭାଗ କୁ ଡକାଇ ଜଟଣୀ ପୋଲିସ ତଦନ୍ତ ଜାରି ରଖିଛି । ଜବତ ଗୋମାଂସ କୁ ପୋତା ଯାଇଛି । ଏଥିରେ ସଂପୃକ୍ତ ଲୋକଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ଜଟଣୀ ପୋଲିସ ସୂଚନା ଦେଇଛି । ସେପଟେ ଜଟଣୀ ଆଖପାଖ ଅଞ୍ଚଳରେ ଗୋ ମାଂସ ଚୋରାଚାଲାଣ ଓ ଗୋହତ୍ୟା କୁ ସଂପୁର୍ଣ୍ଣ ବନ୍ଦ କରାଯିବାନେଇ ସ୍ଥାନୀୟ ଗୋ ପ୍ରେମୀମାନେ ଦାବି କରିଛନ୍ତି ।
ଜଟଣୀ ଇପିଏ ରୁ ଦୁଲାଲ ସର୍ବଜ୍ଞ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )