ଚାଇଲଡଲାଇନ ର ବନ୍ଧୁତା ଦିବସ

0 10

ଚାଇଲଡ଼ ଲାଇନ ବୌଦ୍ଧ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ସୁପେରିଟେଣ୍ଡ ପୋଲିସ କାର୍ଯ୍ୟାଳୟରେ ରେ ଶିଶୁ ଦିବସ ଉପଲକ୍ଷେ ଚାଇଲଡ଼ଲାଇନ ସହ ବନ୍ଧୁତା ଦିବସ ପାଳନ କରାଯାଇଛି l ଏହି ସମୟରେ ଶିଶୁ ମାନଙ୍କୁ ସୁରକ୍ଷା ଦେଇ ଆସୁଥିବା ଜିଲ୍ଲାପାଳ ଙ୍କୁ, ଅଦିତସନାଲ ସୁପେରିଟେଣ୍ଡ ପୋଲିସ ରବୀନ୍ଦ୍ର କୁମ।ର ରାଉତ , ସବୁ ବ୍ଲକ ର ସି ଡି ପି ଓ, ସୁପରଭିଜର, ସେପଟେ ସବୁ ବ୍ଲକ ର ଆ ଆ ଇ ସି , ଚାଇଲଡ଼ ଲାଇନ ର ସଂଯୋଜିକା ବବିନ ନାଏକ ଚାଇଲଡ଼ ବୌଦ୍ଧ ପକ୍ଷରୁ କୃତଜ୍ଞତା ଏବଂ ଶିଶୁ ମାନଙ୍କ ସୁରକ୍ଷା ଜିଲା ର ହାତରେ ବୋଲି ଜଣାଇଥିଲେ ଏଵଂ ବିଦ୍ୟାଳୟ ଛାତ୍ରୀ ମାନେ ଚାଇଲଡ଼ ଲାଇନ ସେ ଦୋସ୍ତି ର ସୁରକ୍ଷା ବନ୍ଧନ ବାନ୍ଧିଥିଲେ।ଚାଇଲଡ଼ ଲାଇନ ର ସଦସ୍ୟ ସୁଧାମୟୀ ରଥ,ହରପ୍ରସାଦ ତ୍ରିପାଠୀ, ଅମିତାବ କେଶରୀ ଦାସ ଉପସ୍ଥିତ ଥିଲେ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.