ଛଟ ପୂଜା ପାଳିତ

0 18

୧୦ତାରିଖ ବୁଧବାର କୁଚିଣ୍ଡା ସହର ଉପକଣ୍ଠ କିରାଘାଟ ଭେଡେନ ନଦୀ ରେ ଛଟ ପୂଜା ଆରମ୍ଭ ହୋଇଥିଲା।ଏହି ଅବସରରେ ଶହ ଶହ ଭକ୍ତ ଅସ୍ତଗାମୀ ସୂର୍ଯ୍ୟ ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଗୁରବାର ପ୍ରାତଃ ସକାଳୁ ଭକ୍ତ ମାନେ ବଡିଭୋର ରୁ ଉଦିତ ସୂର୍ଯ୍ୟ ଙ୍କୁ ପୂଜାର୍ଚ୍ଚନା କରି ବ୍ରତ ଉଦଯାପିତ କରିବେ।କିଛି ଭକ୍ତ ରାତ୍ରି ସାରା ନଦୀ ରେ ରହି ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି।

କୋଭିଡ କଟକଣା ଭିତରେ ଛଟ ପୂଜା କମିଟି ପକ୍ଷରୁ କେବଳ ରୀତିନୀତି ରେ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି।ପୂର୍ବରୁ କେବଳ ବିହାରୀ ସଂପ୍ରଦାୟ ର ଭକ୍ତ ମାନେ ପୂଜାର୍ଚ୍ଚନା କରୁଥିବା ସମୟରେ ବର୍ତ୍ତମାନ ଅନ୍ୟସଂପ୍ରଦାୟର ଲୋକ ଏହି କାର୍ଯ୍ୟକ୍ରମ ରେ ରହି ପୂଜାର୍ଚ୍ଚନା କରୁଥିବା ଦେଖାଦେଇଥିଲା।

କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.