ଜଗତସିଂହପୁର ଜିଲ୍ଲାରେ ନିଃଶୁଳ୍କ ଅଟୋସେବା ଆରମ୍ଭ କରିବ ଓଡିଶା ସାମ୍ବାଦିକ ସଂଗଠନ

0 66

ଜଗତସିଂହପୁର ତିର୍ତୋଲ ବ୍ଲକ ଠାରେ ଥିବା ଆନନ୍ଦ ମଣ୍ଡପ ସଭାକଖ୍ୟ ରେ ଓଡିଶା ସାମ୍ବାଦିକ ସଗଠନ ର ଜିଲ୍ଲା ସ୍ତରିୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଂଗଠନର ରାଜ୍ୟ ସଭାପତି ଶ୍ରୀ ଅନଘ ପଣ୍ଡା,ରାଜ୍ୟ ସଂପାଦକ ପ୍ରଶନ୍ନ କୁମାର ଦାଶ,ଯୋଗ ଦେଇ ଜଗତସିଂହପୁର ରେ ତାଙ୍କ ସଭ୍ୟ ସଭ୍ୟା ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ଓ ତୁରନ୍ତ ସଂଘ ତରଫରୁ ଏକ ନିଃଶୁକ୍ଲ ଅଟୋ ସେବା ଭିନ୍ନ ଖ୍ୟମ, ଅସହାୟ ଓ ଦୃଘଟଣା ଗ୍ରସ୍ଥ ବ୍ୟକ୍ତି ମାନଙ୍କୁ ଡାକ୍ତର ଖାନା, ଭିର୍ନଖ୍ୟମ ମାନଙ୍କୁ ଗନ୍ତବ୍ୟ ସ୍ଥଳ ଓ ଅସହାୟ ମାନଙ୍କୁ ଗନ୍ତବ୍ୟ ଯାତ୍ରା ନିମିତ୍ତ ଏହି ଅଟୋ ସେବା ଆରମ୍ଭ କରାଯାଉଛି ବୋଲି ରାଜ୍ୟ ସଭାପତି ଅନଘ ପଣ୍ଡା ଜୋଯନା ଘୋଷଣା କରିଛନ୍ତି। ଏଥିପାଇଁ ସେ ଏକ ନିଶୂଳ୍କ ଫୋନ ନମ୍ବର ଯାରି କରିବେ , ଯଦ୍ବାରା ଅସୁବିଧା ରେ ଥିବା ବ୍ୟକ୍ତି ସଂଘଠନକୁ ଜୋଗାଜୋଗ କରି ଏହି ସେବା ପାଇ ପାରିବେ। ଖୁବୁଶିଘ୍ର ଏହା ରାଜ୍ୟର ପ୍ରଦେଶ ଉପ ପ୍ରଦେଶ କୂ ବ୍ୟାପିଯିବା ବୋଲି କହିଛନ୍ତି। ଆନନ୍ଦ ମଣ୍ଡପଠାରେ ପ୍ରତିଯୋଗୀ ମାନଙ୍କୁ ଗ୍ରସ୍ଥ ଖର୍ଚ୍ଚ ପ୍ରଦାନ କରାଯାଇଥିବା ଏହିଜିଲ୍ଲା ସଂପାଦକ (ଓଜା) ନୃସିଂହ ବାରିକି ଜାଣାଇ ଛନ୍ତି । ଆଗାମୀ ଦିନରେ ଏହି ସଂଘ ଓଡ଼ିଶା ସରକାର କଂ ୧୦୮ଭଳି ଏକ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ଯୋଜନାର ବ୍ଲୁପ୍ରିଣ୍ଟି କରୁଥିବା ଜଣାପଡିଛି।

ତିର୍ତୋଲ ଇପିଏ ରୁଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.