ଜରାଜୀର୍ଣ୍ଣ ଅବସ୍ଥା ରେ କେନ୍ଦୁଝର ମୁନିସିପାଲିଟି ମାର୍କେଟ କମ୍ପେକ୍ଲସ

0 20

କେନ୍ଦୁଝର ଜିଲ୍ଲା ସଦର ମହକୁମା ଠାରେ ଅବସ୍ଥିତ ପଂଜାବୀ ଛକ ନିକଟରେ ତିରିଶ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା ମୁନିସିପାଲିଟି ମାର୍କେଟ କଂପ୍ଲେକ୍ସ, ଉଦେଶ୍ୟ ଥିଲା ଏଠାକାର ବେକାର ଯୁବକ ଯୁବତୀ ମାନେ ଆତ୍ମନିର୍ଭରଶୀଳ ହୋଇ ପାରିବେ l ବର୍ତମାନ ଏହି ଘରଗୁଡିକ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ରୁ ଜରାଜୀର୍ଣ୍ଣ ଅବସ୍ଥା ରେ ପଡିରହିଛି l ସ୍ଥାନୀୟ ଦୋକାନୀମାନେ ମୁନିସିପାଲିଟି ଅଫିସର ଙ୍କୁ ବାରମ୍ବାର ଗୁହାରି କରିବା ପରେ ମଧ୍ୟ ତାଙ୍କର କୌଣସି ପଦକ୍ଷେପ ନନେବା ସାଧାରଣ ରେ କ୍ଷୋଭ ସୃଷ୍ଟି ହେଉ ଅଛି l କୌଣସି ମୁହୂର୍ତ ରେ ଏହି ଦୋକାନ ଘର ଭାଙ୍ଗି ଯାଇ ଜନ ଜୀବନ ହାନି ର ଆଶଙ୍କା କୁ ମଧ୍ୟ ଏଡାଇ ଦିଆ ଯାଇ ନପାରେ l କତୃପକ୍ଷ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବୀ ହେଉ ଅଛି l

କେନ୍ଦୁଝର ଜିଲ୍ଲା ଇପିଏ ରୁ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

କେନ୍ଦୁଝର ଜିଲ୍ଲା ଇପିଏ ରୁ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.