ଜାତୀୟସ୍ତରୀୟ ଆଲୋଚନାଚକ୍ର

0 9

ଓଡିଆ ଉପନ୍ୟାସର ଧାରା ଆଜି ଵି ଅପରିଵର୍ତ୍ତୀତ। ଉପନ୍ୟାସର କଥାବସ୍ତୁ ,ନୂତନ ଚେତନାର ପରୀକ୍ଷା ଓ ପ୍ରୟୋଗ କରାଯାଉଛି। ଵର୍ତ୍ତମାନକୁ ନେଇ ଵଞ୍ଜିବାକୁ ପଡୁଛି। ପାରମ୍ପାରିକ ରୁ କିଛି ପରିଵର୍ତ୍ତିତ ହୋଇ ନୂତନର ସୃଷ୍ଟି କରାଯାଇଛି। ଭାରତୀୟ ଉପନ୍ୟାସ ସାହିତ୍ୟରେ ଓଡିଆ ଉପନ୍ୟାସର ଵିକାଶ ଚାଲିଛି, ଛୋଟ ଉପନ୍ୟାସ, ଉପନ୍ୟାସିକା ଓ ଉପନ୍ୟାସ ଗତିଶୀଳ ହୋଇଛି। ଆଭାସୀ / ଗୁଗୁଲ ମିଟ୍ ମାଧ୍ୟମରେ ଜାତିୟସ୍ତରୀୟ ଆଲୋଚନାଚକ୍ର ତ୍ରିଧାରା ସାହିତ୍ୟ ସଂସଦ ଵ୍ରହ୍ମପୁର,ଗଞାମ ଆୟୋଜିତ ଆସରର ଉଦଘାଟକ ଡକ୍ଟର କୃଷ୍ଣ ଚନ୍ଦ୍ର ମିଶ୍ର ପ୍ରଫେସର ଇଂରାଜୀ ଵିଭାଗ ରାଜୀବଗାନ୍ଧୀ କେନ୍ଦ୍ରୀୟ ଵିଶ୍ବଵିଦ୍ୟାଳୟ ଅରୁଣାଞ୍ଚଳ ପ୍ରଦେଶ ଆଲୋଚକ ଡକ୍ଟର ରଵିଦାସ ପ୍ରଧ୍ୟାପକ ଓଡିଆ ଵିଭାଗ ଶାନ୍ତିନିକେତନ, ପଶ୍ଚିମଵଙ୍ଗ ଶ୍ରୀ ଅରଵିନ୍ଦ ପଟ୍ଟନାୟକ ଔପନ୍ୟାସିକ,
ସଭାମୁଖ୍ୟ ଡକ୍ଟର ପ୍ରମୋଦ କୁମାର ଦ୍ଵିଵେଦୀ ଉପସ୍ଥିତ ରହି ମତ ରଖିଥିଲେ।
ପ୍ରସଙ୍ଗ “ସାଂପ୍ରତିକ ଉପନ୍ୟାସର ଧାରା” ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ସ୍ଵାଗତ ଭାଷଣ,ଆବାହକ ଡକ୍ଟର ପ୍ରଣଵାନନ୍ଦ ପାଟଯୋଶୀ ଅତିଥି ପରିଚୟ,ପରିଚାଳନା ଡକ୍ଟର ମଞୁପ୍ରଭାଦାସ ଓ ଧନ୍ୟଵାଦ ସହସମ୍ପାଦକ ଲୋକନାଥ ନାୟକ ପ୍ରଦାନ କରିଥିଲେ।
ଡକ୍ଟର ଵିଶେଶ୍ବର ଆଚାର୍ଯ୍ୟ,ଶିଵରାମସାହୁ,ଵନ୍ଦନାପଣ୍ଡା,ଡକ୍ଟର ଜ୍ୟୋତିର୍ମୟ ତ୍ରିପାଠୀ,ଲଳିତ ସ୍ବାଇଁ ସୌଦାମିନୀ ମିଶ୍ର ଆଦି ସହଯୋଗ କରିଥିଲେ।50ରୁ ଉର୍ଦ୍ଦ ସାହିତ୍ୟିକ,ଗଵେଷକ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଥିଲେ l

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.