ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ
ଭଦ୍ରକ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପାଳିତ ଅନୁଷ୍ଠିତ ହୋଇଯାଇଛି । ସେଠାରେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ଭଦ୍ରକ ର ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ମାଝି ,ମୁଖ୍ୟ୍ ବକ୍ତା ଧାମନଗର ମହାବିଦ୍ୟାଳୟ ର ଅଧ୍ଯକ୍ଷ୍ୟ ଶ୍ରୀଯୁକ୍ତ ପବିତ୍ର ପାଣିଗ୍ରାହି, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ କୁମାର ପାତ୍ର ମଞ୍ଚ ରେ ଉପସ୍ଥିତ ଥିଲେ । ଏଥିରେ ଅନେକ ବରିଷ୍ଠ ସାମ୍ବାଦିକ ଏବଂ କନିଷ୍ଠ ସାମ୍ବାଦିକ ମାନେ ଖବରକାଗଜ ,ୱେବ୍ , ସେଟଲାଇଟ୍ , ସାପ୍ତାହିକା ର ଉପସ୍ଥିତ ଥିଲେ । ପ୍ରାୟ ୫୦ ଜଣ ରୁ ଉଦ୍ଧ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ସେଠାରେ ଅନେକ ସାମ୍ବାଦିକ ନିଜର ମନ୍ଥବ୍ୟ ରଖିଥିଲେ କି ସାମ୍ବାଦିକ ମାନଙ୍କୁ “ସୁରକ୍ଷା ଦିଆଯାଉ” ଏବଂ ସାମ୍ବାଦିକ ମାନଙ୍କ ର ମାସିକିୟା “ଭର୍ତ୍ତା” ଦିଆଯାଉ , ଆହୁରି ଅନେକ ଦାବୀ ରଖାଯାଇଥିଲା । ସ୍ଥାନିୟ ସଂସ୍କୃତି ଭବନ ଠାରେ ଆଲୋଚନା କରାଯାଇଥିଲା ।
ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )