ଟିଟିଲାଗଡ଼ରେ ରାଣୀ ସତୀ ଦାଦି ଙ୍କ ୧୯ ବର୍ଗ ଉତ୍ସବ ସମାପିତ

0 79

ମାର୍ଗଶିର ମାସ ନବମୀ ତିଥିରେ ରାଣୀ ସତୀ ଦାଦି ଙ୍କ ଉତ୍ସବ ପାଳିତ ହୋଇଥାଏ l ସାଧାରଣ ଜନତାଙ୍କ ବିଶ୍ୱାସ ଶ୍ରୀରାଣୀ ସତୀଦାଦି ଙ୍କ ଅସୀମ କୃପାରୁ ସମସ୍ତଙ୍କର ମଙ୍ଗଳ ହେଉଛି l

ଶକ୍ତିଧାମ ଟିଟିଲାଗଡ଼ରେ ମାର୍ଗଶିର ମାସ ନବମୀ ତିଥିରେ ଅଲୌକିଂକ ଶ୍ରୀଙ୍ଗର ,ମଙ୍ଗଳାପାଠ ,ଛପନଭୋଗ ,ଅଭଡାଭୋଗ,
ଆଦି ମାଙ୍କ ନିକଟରେ ଲାଗି କରାଯାଇଥାଏ l ୨୦ ନଭେମ୍ବର ୨୦୨୧ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅଖଣ୍ଡ ଜ୍ୟୋତି କୀର୍ତନ କରାଯାଇଥିଲା l ୨୭ ତାରିଖ ଅଷ୍ଟମୀ ଦିନ ଚୁଁତୁରୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା l ୨୯ ତାରିଖ ନବମୀ ଦିନ କଳସ ଵିସର୍ଜନ ହେବ ସହିତ ଶ୍ରୀରାଣୀ ସତୀଦାଦିଙ୍କ ପୂଜା ଶେଷ ହେବ l

ଟିଟିଲାଗଡ଼ ଇପିଏ ରୁ ସନ୍ତୋଷ କେଜିରୱାଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.