ଟ୍ରକ୍ଟର ରେ ପିଟିହୋଇ ଯୁବକ ର ମୃତ୍ୟୁ।

ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ଶଂଖେଶ୍ୱର ପଞ୍ଚାୟତ ରେ ଗଜଲଖ୍ମୀ ଭସାଣୀ ସମୟ ରେ
ଟ୍ରକ୍ଟର ର ଆଘାତ ଯୋଗୁଁ ମୃତ୍ୟୁ ହୋଇ ଯାଇଛି। ଗାଁ ଲୋକେ ମୃତ ଶରୀର କୁ ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ,ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଛନ୍ତି। ଉକ୍ତ ଯୁବକ ରଘର ତିର୍ତୋଲ ଥାନା ର ବଡଜିଗଂଲ ଗାଁ ର
ନୃସିଂହ ଚରଣ ଦାସ ପିତା ଶତୃଘ୍ନ ଦାସ,ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରନ୍ତି।ତାଙ୍କର ଗୋଟିଏ ପୁଅ
୮ ଓ ଝିଅ୧୨ବର୍ଷ ଅଛି। ଭସାଣୀ ଉତ୍ସବରେ ସମସ୍ତ ଆନନ୍ଦ ରେ ନାଚୁ ଥିବା ସମୟରେ ହଠାତ ଟ୍ରକ୍ଟର ଟି ନୃସିଂହ ଉପରେ ମାଡ ହୋଇ ଥିବା ପ୍ରତ୍ୟକ୍ଷ ଦର୍ଶି ମାନେ ପ୍ରକାଶ କରିଛନ୍ତି ଶବଟି ମଣିଜଗାଂ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦିର୍ଘ ସମୟ ଧରି ପଡୀ ରହିଥିଲେ ମଧ୍ୟ ତିର୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିଲେ।
ତିର୍ତୋଲ ଇପିଏରୁ ଶ୍ରୀବତ୍ସ ପାଢୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )