ଡ଼ଅଁର କୁଳ ଶାଖାରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

0 4

ତା୧୪/୧୦/୦୨୧ରିଖ ୧୦-୩୦ମି,ସମୟରେ ଯାଜପୁର ପ୍ରଖଣ୍ଡ ଡ଼ଅଁର କୁଳ ଶାଖାରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ, ସମୀର କୁମାର ନାୟକ, ଯାଜପୁର ପ୍ରଖଣ୍ଡ ସଂଯୋଜକ, ସୁରେଶ କୁମାର ପତି ଜିଲ୍ଲାସହ ସଂଯୋଜକ, ଚନ୍ଦ୍ରକାନ୍ତ କର ଜିଲ୍ଲା ସୂଚନା ଓ ସମ୍ପର୍କ ପ୍ରମୁଖ ମୃତ୍ୟୁଞ୍ଜୟ ପଟ୍ଟନାୟକ ଜିଲ୍ଲା ସୁରକ୍ଷା ପ୍ରମୁଖ , ବାଦଲ କୁମାର ନାୟକ ଜିଲ୍ଲା ବିଦ୍ୟାର୍ଥୀ ପ୍ରମୁଖ ଚିନ୍ମୟ ମିଶ୍ର ପ୍ରଖଣ୍ଡ ସହସଯୋଜକ, ଟିକିଲ ନନା ଗୋରକ୍ଷା ପ୍ରମୁଖ ଭରତ ଭାଇ ଏବଂ ଅନେକ ବରିଷ୍ଠ କାର୍ଯ୍ୟକର୍ତା ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ,ଶ୍ରୀ ବିବେକ ସାଗରଙ୍କୁ ଯାଜପୁର ପ୍ରଖଣ୍ଡ ଟୋଲିକୁନିଆଯାଇ ନୂତନ ଦାଇତ୍ୱ ଅର୍ପଣ କରାଯାଇଥିଲା ଯାଜପୁର ଜିଲ୍ଳା ବଜରଙ୍ଗ ଦଳର ମାର୍ଗଦର୍ଶକ ଅରବିନ୍ଦ ଭାଇ ବିବେକ ଭାଇଙ୍କୁ ପ୍ରଖଣ୍ଡ ସୂଚନା ଓ ସମ୍ପର୍କ ପ୍ରମୁଖ ଭାବରେ ଦାଇତ୍ୱ ଘୋଷଣା କରିଥିଲେ ।

ଯାଜପୁର ଜିଲ୍ଲା ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.