ଡିଲର ଙ୍କ ମନୋ ମୁଖି ପିଡିଏସ ସାମଗ୍ରୀ ବଣ୍ଟନ ଲୋକେ ଅତିଷ୍ଠ

0 51

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କନକପୂର ପଞ୍ଚାୟତ ର ସର୍ଦୋଳା ଗ୍ରାମର କଣ୍ଟୋଲ ଡିଲର ଧରଣୀ ଧର ସ୍ୱଇଁ ସରକାରୀ ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟ ମିତତା କରୁଥିବା ସ୍ଥାନୀୟ ଗ୍ରାହକ ମାନେ ଅଭିଯୋଗ ଆଣି ଛନ୍ତି। ଅଭିଯୋଗ ରୁ ଜଣାଯାଏ ଯେ, ଧରଣୀ ଧର ଚାଉଳ,ଗହମ, କିରୋସିନି ତେଲ କୁ ନିର୍ଧାରିତ ବିତରଣ ଠାରୁ କମ ରେ ଦେଉଛନ୍ତି ଲୋକେ ପ୍ରତିବାଦ କଲେ ଶୁଣିବା କୁ ମିଳୁଛି ଉପରୁ କମ ଆସୁଛି, ମୁଁ କଣ ଘରୁ ଦେବି ଏସମ୍ପର୍କ ରେ ତିର୍ତୋଲ
ଯୋଗାଣ ନିରିଖ୍ୟକ ଅଫିସି କହୁଛି ଯଦି ଆମ ସାମଗ୍ରୀ ର ବସ୍ତା ଓଜନ ଠିକି ନାହି ତାହାଲେ ରିସିଭି କରୁଛନ୍ତି କିପରି। ଏ ଅସାଧୁ ଡିଲର ଙ୍କ ଉପରେ ର୍ଯ୍ୟାନୁଷ୍ଠାନ ନେବାକୁ ହିତା ଧିକାରି ମାନେ ଦାବି କରିଛନ୍ତି।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.