ଡ୍ରେନେଜ ଜଳ ନିଷ୍କାସନ ର ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ପରି ଦର୍ଶନ

0 22

ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ତଦାରଖ ପାଇଁ ଡ୍ରେନେଜ ଜଳ ନିଷ୍କାସନ ସମସ୍ୟା ନେଇ ଜିଲାପାଳ ତ୍ରିଲୋଚନ ମାଝୀ ପହଂଚିଲେ ଭଦ୍ରକ ସହରର ୧୦ନଂ ୱାର୍ଡ ର ଜଗନ୍ନାଥପୁର ଠାରେ। ବହୁତ ଦିନ ହେବ ଜଗନ୍ନାଥ ପୁର ପାଖ ରେ ଏଭଳି ସମସ୍ୟା ଘନି ଭୂତ ହେଉଛି ଫଳରେ ଅନେକ ଲୋକ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ,ବର୍ଷା ପାଇଁ ନେଇ ଆଜି ଜିଲ୍ଲାପାଳ ଅନୁଧ୍ୟାନ କରି ଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ମାଝି ଏବଂ ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ,ଇଂ ବୈଜୟନ୍ତ ପାଢ଼ୀ ଇତ୍ୟାଦି ଉପସ୍ଥିତ ରହି ପରିଦର୍ଶନ କରିଛନ୍ତି ।

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.