ତଟ-କୂଳପଥ ଭାରତ ଭ୍ରମଣରେ କଲିକତା ରୁ ବାହାରିଛନ୍ତି ସ୍ମାର୍ଟ ରାଇଡେର ଟିମ୍

0 24

ଧନ ଅଛି ତ ଖୁସି ମନେଇବା ପାଇଁ ଅବା ENJOY କରିବା ପାଇଁ ବିଭିନ୍ନ ପନ୍ଥାକୁ ଲୋକେ ଆଦରି ଅପଣେଇ ନେଉଛନନ୍ତି । କିଏ କଣ ବା’ ରଙ୍ଗ,ମଜା-ମଜାଲିସ, କୌଶଳରେ ର୍ନିଆରା ଢଙ୍ଗରେ ତୋଳି ମଜା ଓ ଉପଭୋଗ କରିବାର ଋଚି ମନାଉଛନ୍ତି । ଏଭଳି ଏକ ଟୁଇରିଷ୍ଟ ଟିମ୍ ର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଆଂଶିକ ରହଣି କାଳରେ ଗଞ୍ଜାମ ସହର ଉପକଣ୍ଠ ଋଷିକୂଲ୍ୟା ପୋଲ ଉପରେ ।
ଆଠ ଜଣ ଯୁବକ ଙ୍କ ସହ ଜଣେ ସୁନ୍ଦରୀ ତରୁଣୀ ସମେତ ୯ ଗୋଟି ସବୁ ନୂଆଁ ସୁପରଦାମୀ ବାଇକ୍ ରେ ବୁଲିବାକୁ ବାହାରିଛନ୍ତି। ନଅଜଣ ବାଇକ୍ ଚାଳକ ସୁଦୂର କୋଲକୋତା ରୁ ଭାରତ ଭ୍ରମଣରେ ବାହାରିଛନ୍ତି । ଏହି ଟିମ୍ କୋଲକୋତା ରୁ ବାହାରି ଗଞ୍ଜାମ ଜାତୀୟରାଜପଥ ଦେଇ ଭାୟା ଭିଶାଖାପାଟ୍ଟନାମ,ବାଙ୍ଗାଲୋର- ଯାଇ ଗୋୱା ରେ ପହଞ୍ଚିବେ । ସମୂଦ୍ରତଟ-କୂଳବର୍ତ୍ତୀ ରାଜପଥ ଦେଇ ଭାରତମାଳା ପରିଦର୍ଶନରେ ସାରାଭାରତ ପରିଭ୍ରମଣ କରିବେ ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.