ତିର୍ତୋଲ ପୋଲିସି ଦ୍ବାରା ଢ଼ଆବାରୁ ୩୨୫ଲିଟର ବିଦେଶୀ ମଦ ଜବତ

0 114

ଚୋରା ମଦ ବେପାରୀ ଙ୍କୁ ସାବାଡ କରିବାରେ ଲାଗିଛି ତିର୍ତୋଲ ପୋଲିସି, ଗତକାଲି ଜଗତସିଂହପୁର ଜିଲ୍ଲା ଜଇପୁରୁ ଛକରେ ଥିବା ବସିଆ ଢାବା ଉପରେ ଚଢାଉ କରି ୩୨୫ ଲିଟର ବିଦେଶୀ ମଦ ଜବତ କରିବା ସହ ଚୋରା ମଦ ବେପାରି ବସନ୍ତ କୁମାର ପ୍ରଧାନ ଓରଫ (ବସିଆ) ,ପିତା ଧଡି ପ୍ରଧାନ କୁ ଗିରଫ କରିଛି ଓଡିଶା ଏକ୍ସସାଇଜି ଆକ୍ଟ ୫୨ ଅନୁଯାୟୀ କେଶେ ନଂ ୫୧୪/୨୧ରେ ଏକ ମାମଲା ରୁଜୁ କରି ଆସାମି କୁ ଗିରଫ କରାଯା କୋଟ ଚାଲାଣ କରାଯାଇଛି।
ତିର୍ତୋଲ ର ଜଇପୁରୁ ଛକରେ ବସିଆ ଢାବା ଚଳାଇ ଦିର୍ଘ ଦିନ ହେଲା ଚୋରା ମଦ ବେପାର କରି ଆସୁ ଥିଲା ,ବିଶେଷ ସୂତ୍ରରୁ ଖବର ପାଇ ତିର୍ତୋଲ ପୋଲିସି ଏହି ଢାବା ଉପରେ ଚଡଢାଉ କରିବା ସହ ଆସାମି ର ଖେଳ ଖତମ କରିଛି। ପୁର୍ବରୁ ପୋଲିସି ଏହି ଢାବା ରେ ଉପରେ ତିଖ୍ଣ ନଜର ରଖିଥିଲା ।
ପୋଲିସି ର କ୍ରମାଗତ ଚଢାଉ ଦ୍ବାରା ତିର୍ତୋଲ ପୋଲିସି କୁ ବହୁ ସଫଳତା ମିଳିଛି, ତେବେ ଆସାମି ମାନେ ବାର ମ୍ବାର ଆଇନିର ଗଳା ବାଟ ଦେଇ ଆସି ପୁନଶ୍ଚ ଚୋରା ବେପାର କରୁ ଥିବା ରୁ ଚୋରା ବେପାରୀ ଙ୍କୁ ନିୟନ୍ତ୍ରଣ।କରାଯାଇ ପାରୁନାହିଁ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.